ବାଇବଲରେ ପ୍ରଥମ ଆଗମନ ଯୀଶୁ, ଦ୍ୱିତୀୟ ଥର ଆଗମନ କରିଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବିଷୟରେ ଅନେକ ଭବିଷ୍ୟବାଣୀ ରହିଛି, କିନ୍ତୁ ପ୍ରତ୍ୟେକ ଯୁଗରେ ତ୍ରାଣକର୍ତ୍ତାଙ୍କ ବିଷୟରେ ସାକ୍ଷ୍ୟ ଦେଉଥିବା ସନ୍ଥମାନଙ୍କ ବିଷୟରେ ମଧ୍ୟ ବିସ୍ତୃତ ଭାବରେ ଭବିଷ୍ୟବାଣୀ ଲିପିବଦ୍ଧ ହୋଇଛି । ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ, ଉତ୍ତମ ଭୂମିରେ ଅନେକ ବୀଜ ପଡ଼ିବ ବୋଲି ବାଇବଲର ବାକ୍ୟ ଉପରେ ବିଶ୍ୱାସ କରି, ଭବିଷ୍ୟବାଣୀ ଅନୁସାରେ ସୁସମାଚାରର ବୀଜ ବୁଣିଲେ । ଫଳସ୍ୱରୂପ, ଆଜି ସମଗ୍ର ବିଶ୍ୱ ସତ୍ୟକୁ ଉପଲବ୍ଧି କରୁଛି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି