ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଦ୍ୱାରା ଯିଏକି ଆତ୍ମିକ ଆଦମ ଭାବରେ ନୂତନ ନିୟମର ସତ୍ୟକୁ ପୁନଃସ୍ଥାପିତ କରିଥିଲେ ଏବଂ ସ୍ୱର୍ଗୀୟ ମାତାଙ୍କ ଦ୍ୱାରା ଯିଏ ଆମ୍ଭମାନଙ୍କୁ ଆତ୍ମିକ ହବା ଭାବରେ ଅନନ୍ତ ଜୀବନ ପ୍ରଦାନ କରନ୍ତି, ପରିତ୍ରାଣର ଅନ୍ତିମ କାର୍ଯ୍ୟ ସମ୍ପନ୍ନ କରାଯିବ ।
କେବଳ ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଯାହା ସମଗ୍ର ଜଗତରେ ଲୋକମାନଙ୍କୁ ମେଷଶାବକ ଏବଂ ତାହାଙ୍କ ପତ୍ନୀଙ୍କ ଦ୍ୱାରା ଆୟୋଜିତ ସ୍ୱର୍ଗୀୟ ବିବାହ ଭୋଜରେ ଅଂଶଗ୍ରହଣ କରିବାକୁ କହି ପରମେଶ୍ୱରଙ୍କ ପରିତ୍ରାଣର ସୁସମାଚାର ପ୍ରଚାର କରିଥାଏ ।
ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି । ପ୍ରକାଶିତ ବାକ୍ୟ ୧୯:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି