ଏହି ଜଗତର ଗୌରବ କ୍ଷଣସ୍ଥାୟୀ, ଯାହା ଶୀଘ୍ର ଉଭେଇ ଯାଉଥିବା ପ୍ରଭାତୀ କାକର କିମ୍ବା ଅଦୃଶ୍ୟ ହୋଇଯାଉଥିବା ଜଳ ଫୋଟକା ସଦୃଶ । ତଥାପି, ସ୍ୱର୍ଗର ରାଜ୍ୟରେ ପରମେଶ୍ୱର ଆମ୍ଭମାନଙ୍କୁ ଯାହା ପ୍ରଦାନ କରନ୍ତି—ଜୀବନ, ଯୌବନ, ସୁଖ ଏବଂ ଗୌରବ—ତାହା ଅନନ୍ତ ଅଟେ । ଯେଉଁମାନେ ଏହି ଅଶାନ୍ତ ଜଗତରେ ଭୟରେ ବାସ କରୁଥିବା ଲୋକମାନଙ୍କୁ ସାନ୍ତ୍ୱନା ପାଇବା ନିମନ୍ତେ ସିୟୋନକୁ ଆଗେଇ ନେବା ପାଇଁ ପରମେଶ୍ୱରଙ୍କ ଆଜ୍ଞାକୁ ଆନନ୍ଦର ସହିତ ପାଳନ କରନ୍ତି, ସେମାନେ ସ୍ୱର୍ଗର ରାଜ୍ୟରେ ତାରାଗଣଙ୍କ ସଦୃଶ ଝଲସିବେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି