ଯୀଶୁଙ୍କ ଜୀବନ ଦ୍ୱାରା, ଆମ୍ଭମାନଙ୍କ ପୂର୍ବବର୍ତ୍ତୀ ଜୀବନର ସ୍ପଷ୍ଟ ବ୍ୟାଖ୍ୟା କରାଯାଇ ପାରିବ। ଯୀଶୁଙ୍କ ଶରୀରର ରୂପ ସମ୍ପୂର୍ଣ୍ଣ ମନୁଷ୍ୟମାନଙ୍କ ପରି ହିଁ ଥିଲା। ଏଥିପାଇଁ ତାଙ୍କ ଆଖପାଖରେ ଥିବା ଲୋକମାନେ ଯୀଶୁ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ କୌଣସି ଅନ୍ତର ପାଇ ପାରୁ ନ ଥିଲେ। ସେମାନେ ସଙ୍ଗରେ ବିବାଦ କଲେ : “ଏ କି ସେହି ବଢ଼େଇର ପୁଅ ନୁହେଁ? ଏ କଅଣ ଏହାର ମାତାଙ୍କ ନାମ ମରୀୟମ ପୁଣି ଏହାର ଭାଇମାନଙ୍କ ନାମ ଯାକୁବ, ଯୋଶେଫ, ଶିମୋନ ଓ ଯିହୁଦା ନୁହେଁ?” (ମାଥି ୧୩:୫୫)
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି