ପାଣିରେ ବୁଡ଼ାଇଲେ ଗୋଟିଏ ସିଧା ବାଡ଼ି ମଧ୍ୟ ବଙ୍କା ଦେଖାଯାଏ। ସେହିପରି, ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ସତ୍ୟକୁ ଚିହ୍ନିବା ପାଇଁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଆମର ଶାରୀରିକ ଚିନ୍ତାଧାରା ଆମକୁ ପରମେଶ୍ୱରଙ୍କ ବାକ୍ୟକୁ ସ୍ପଷ୍ଟ ଭାବରେ ଦେଖିବାରୁ ବାଧା ଦିଏ ଏବଂ ଏହାକୁ ବିକୃତ ଭାବରେ ଦେଖିବାକୁ ବାଧ୍ୟ କରେ, କିନ୍ତୁ ଆମର ଆଧ୍ୟାତ୍ମିକ ଚିନ୍ତାଧାରା ଆମକୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କୁ ସଠିକ୍ ଭାବରେ ଦେଖିବାକୁ ସାହାଯ୍ୟ କରେ, ଯେଉଁମାନେ ଆମକୁ ଜୀବନ ଓ ଶାନ୍ତି ଆଡ଼କୁ ପରିଚାଳିତ କରନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି