ଅବ୍ରହାମ ପରମେଶ୍ବରଙ୍କ ବାକ୍ୟ ପାଳନ କଲେ ଏବଂ ତାଙ୍କର ଏକମାତ୍ର ପୁତ୍ର ଇସ୍ହାିକଙ୍କୁ ମଧ୍ୟ ଛାଡ଼ିଲେ ନାହିଁ ।
ପରମେଶ୍ବର ଏହା କହି ତାଙ୍କୁ ଆଶୀର୍ବାଦ କଲେ ଯେ ଆକାଶସ୍ଥ ତାରାଗଣ ପରି ତାଙ୍କର ବଂଶ ଅତିଶୟ ବୃଦ୍ଧି ହେବେ ।
ଯେତେବେଳେ ଆମେ ପରମେଶ୍ବରଙ୍କ ଆଜ୍ଞା ଏବଂ ବିଧି ପାଳନ କରିବା, ତେବେ ଆମେ ମଧ୍ୟ ଆଜି ମହାନ ଆଶୀର୍ବାଦ ପ୍ରାପ୍ତ ହେବା ।
ଯଦି ଆମ୍ଭମାନଙ୍କଠାରେ ବିଶ୍ୱାସ ଥାଏ, ତେବେ ଆମେ କେବଳ ଈଷଦୁଷ୍ଣ ବିଶ୍ୱାସ ସହିତ ପରମେଶ୍ୱରଙ୍କ
ନିୟମ ପାଳନ କରନ୍ତେ ନାହିଁ, କିନ୍ତୁ ଆମ୍ଭମାନଙ୍କଠାରେ ଏକ ନିଶ୍ଚିତ ପରିବର୍ତ୍ତନ ଆସିଥାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି