ଆଦିପୁସ୍ତକ ୨:୧୭ ରେ ଲେଖାଅଛି, “ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।” ଆଉ ଯିହିଜିକଲ ୧୮:୪ ରେ ଲେଖାଅଛି “ଯେଉଁ ପ୍ରାଣୀ (ଆତ୍ମା, NIV-Internet) ପାପ କରେ ସେ ହିଁ ମରିବ।” ଏହା ବାକ୍ୟ କାରଣରୁ, ଆତ୍ମାକୁ ଅସ୍ୱୀକାର କରୁଥିବା ବ୍ୟକ୍ତି କହନ୍ତି କି ଯେବେ ଶରୀର ମରିବ, ତେବେ ଆତ୍ମା ମଧ୍ୟ ମରିଯିବ। ନିଃଶ୍ଚୟ ହିଁ ସତ୍ୟ କଥା ଅଟେ କି ଯେତେବେଳେ ଜଣେ ପାପୀ ମରିବ, ସେତେବେଳେ ତାହାର ଆତ୍ମା ମଧ୍ୟ ମରିଯିବ। ଶରୀର ଭୂମିର ମୃତ୍ତିକା ଦ୍ୱାରା ପ୍ରସ୍ତୁତ ହୋଇଅଛି, ଆଉ ଆତ୍ମା ପରମେଶ୍ୱରଙ୍କ ଦ୍ୱାରା ଦତ୍ତ ହୋଇଅଛି, (ଉପ ୧୨:୭) ଏଥିପାଇଁ ଶରୀରର ମୃତ୍ୟୁ ଓ ଆତ୍ମାର ମୃତ୍ୟୁ ମଧ୍ୟରେ ଅନ୍ତର ଅଛି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି