ସମସ୍ତ ମାନବଜାତିଙ୍କୁ ଜଣାଇବାକୁ ଯେ ପାପ କ୍ଷମା କରିବାର ଅଧିକାର ପରମେଶ୍ୱରଙ୍କ ଠାରେ ଅଛି, ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କରି ଯୀଶୁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ ଯେକେହି ନିଜ ପାପରୁ କ୍ଷମା ପାଇବାକୁ ଚାହାଁନ୍ତି, ସେ ଖ୍ରୀଷ୍ଟଙ୍କ ମୂଲ୍ୟବାନ ରକ୍ତରେ ଅଂଶ ଗ୍ରହଣ କରି ନୂତନ ନିୟମର ନିସ୍ତାରପର୍ବ ପାଳନ କରିବା ଉଚିତ୍ ।
ଯେହେତୁ ନୂତନ ନିୟମ ଶୟତାନ ଦ୍ୱାରା ନଷ୍ଟ କରାଗଲା, ମାନବଜାତି ପାପ କ୍ଷମାର ପଥ ଖୋଜି ପାରି ନଥାନ୍ତେ, ତେଣୁ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଆସିଲେ ଏବଂ ଗୋଟିଏ ପରେ ଗୋଟିଏ ତାଙ୍କ ଲୋକଙ୍କୁ ନୂତନ ନିୟମର ବିଶ୍ରାମ ଦିନ ଏବଂ ନିସ୍ତାରପର୍ବକୁ ଶିକ୍ଷା ଦେଇ, ଚର୍ଚ୍ଚ ଅଫ୍ ଗଡ୍ କୁ ସ୍ଥାପିତ କଲେ ଯେଉଁଠାରେ ପାପ କ୍ଷମା ପାଇବାର ସତ୍ୟ ଅଛି ।
ତାହାଙ୍କ ଅନୁଗ୍ରହରୂପ ନିଧି ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ମୁକ୍ତି, ଅର୍ଥାତ୍, ଅପରାଧସବୁରୁ କ୍ଷମା ପ୍ରାପ୍ତ ହୋଇଅଛୁ ।
ଏଫିସୀୟ ୧:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି