ଯେପରି ପୃଥିବୀରେ ଜୀବନ ଏବଂ ଜଳ ଅବିଚ୍ଛେଦ୍ୟ,
ସେହିଭଳି, ଆମ୍ଭମାନଙ୍କୁ ମଧ୍ୟ ଅନନ୍ତ ଜୀବନ ପ୍ରାପ୍ତ କରିବା ଏବଂ ସ୍ୱର୍ଗରାଜ୍ୟରେ
ଖୁସିରେ ବଞ୍ଚିବାକୁ ହେଲେ ଜୀବନଦାୟକ ଜଳ ପ୍ରାପ୍ତ କରିବା ଉଚିତ୍ ।
ଯେହେତୁ ଆତ୍ମା ଏବଂ କନ୍ୟା ଆମ୍ଭମାନଙ୍କୁ ଜୀବନଦାୟକ ଜଳ ଗ୍ରହଣ କରିବାକୁ କହିଛନ୍ତି,
ତେଣୁ ଆମ୍ଭମାନଙ୍କୁ ଜୀବନଦାୟକ ଜଳ ପ୍ରାପ୍ତ କରିବା ପାଇଁ
ଆତ୍ମା ଓ କନ୍ୟା ଉପରେ ବିଶ୍ୱାସ କରିବା ଉଚିତ୍ ।
ବାଇବଲ ଏହି ବିଷୟର ସାକ୍ଷ୍ୟ ଦିଏ କି ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍
ଏବଂ ଆମ୍ଭମାନଙ୍କ ସ୍ୱର୍ଗୀୟ ମାତା ଆତ୍ମା ଓ କନ୍ୟା ଅଟନ୍ତି ।
ପରମେଶ୍ୱର ଆମ୍ଭମାନଙ୍କୁ ଜୀବନଦାୟକ ଜଳ ଚର୍ଚ୍ଚ ଅଫ୍ ଗଡ୍ ରେ ଦିଅନ୍ତି
ଯେଉଁଠାରେ ସେମାନେ ନିବାସ କରନ୍ତି ।
ଆତ୍ମା ଓ କନ୍ୟା କହନ୍ତି, “ଆସ ।” ପୁଣି ଯେ ଶୁଣେ, ସେ କହୁ, “ଆସ ।” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ । [ପ୍ରକାଶିତ ବାକ୍ୟ ୨୨:୧୭]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି