ଯେପରି ପ୍ରାୟ ୧,୪୦୦ ବର୍ଷ ପର୍ଯ୍ୟନ୍ତ ଭୂ-କେନ୍ଦ୍ରୀୟ ସିଦ୍ଧାନ୍ତରେ ବିଶ୍ୱାସ କରୁଥିବା ଲୋକମାନେ
ସହଜରେ ସୂର୍ଯ୍ୟ-କେନ୍ଦ୍ରୀୟ ସିଦ୍ଧାନ୍ତକୁ ଗ୍ରହଣ କରିପାରିଲେ ନାହିଁ,
ସେହିପରି ଲୋକମାନେ ପରିତ୍ରାଣର ପଥରୁ ଦୂରେଇ ଯାଉଛନ୍ତି କାରଣ ସେମାନେ ମାତା ପରମେଶ୍ବରଙ୍କ ବିଷୟରେ
ସତ୍ୟକୁ ବିଶ୍ୱାସ କରନ୍ତି ନାହିଁ, ଯାହା ପରମେଶ୍ବର ବାଇବଲରେ
ଅନେକ ପ୍ରମାଣ ଦ୍ୱାରା ମାନବଜାତିକୁ ଶିକ୍ଷା ଦେଇଛନ୍ତି ।
ଯେପରି ୩,୫୦୦ ବର୍ଷ ପୂର୍ବେ ବାଇବଲରେ ଲିପିବଦ୍ଧ କରାଯାଇଥିବା ଜଳ ଚକ୍ର ଏବଂ
ପୃଥିବୀ ଅବସ୍ତୁ ଉପରେ ଝୁଲିଛି, ଏହା ସତ୍ୟ, ସମାନ ଭାବରେ ବାଇବଲର ଏହି ପ୍ରମାଣ
ଯେ ମାତା ପରମେଶ୍ୱର ମାନବଜାତିଙ୍କୁ ସ୍ୱର୍ଗରେ ନେତୃତ୍ୱ କରିବେ, ଏହା ସତ୍ୟ ।
ସେଥିପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ।
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ
ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ...
ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ;
ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ;
ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।
ଆଦି ପୁସ୍ତକ ୧:୨୬-୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି