ଶଲୋମନ, ଯିଏ ସବୁକିଛି ଅନୁଭବ କରିଥିଲେ, ଆମ୍ଭକୁ ଜାଣିବାକୁ ଦେଲେ ଯେ ପରମେଶ୍ବରଙ୍କୁ ଭୟ କରିବା ଏବଂ ତାଙ୍କ ଆଜ୍ଞା ପାଳନ କରିବା ମଣିଷର ସମ୍ପୂର୍ଣ୍ଣ କର୍ତ୍ତବ୍ୟ ଏବଂ ଏହା ହେଉଛି ସେହି ପଥ ଯାହା ଆମ୍ଭକୁ ସମ୍ପୂର୍ଣ୍ଣତା ଆଡକୁ ନେଇଥାଏ ।
ସେଥିପାଇଁ ମାନବଜାତି ସମ୍ପୂର୍ଣ୍ଣ ହୋଇ ହୋଇପାରିବ ଏବଂ କେବଳ ନୂତନ ନିୟମର ଆଜ୍ଞା ଦ୍ୱାରା ଉଦ୍ଧାର ହୋଇପାରିବ, ଯାହା ଆମ୍ଭର ସମ୍ପୂର୍ଣ୍ଣ ପରମେଶ୍ୱର ଦାଉଦଙ୍କ ମୂଳ ଏହି ପୃଥିବୀକୁ ଆଣିଥିଲେ ।
ଯୀଶୁ ଶରୀରରେ ଆସି ନୂତନ ନିୟମ ସହିତ ସୁସମାଚାର ରାଜ୍ୟକୁ ଶାସନ କଲେ । ଏହି ଯୁଗରେ ମଧ୍ୟ, ଚର୍ଚ୍ଚ ଅଫ୍ ଗଡ୍, ଯେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ନୂତନ ସ୍ୱର୍ଗୀୟ ମାତାଙ୍କ ମାର୍ଗଦର୍ଶନରେ ନୂତନ ନିୟମ ପାଳନ କରିଥାଏ, ପାଖରେ ପରିତ୍ରାଣର ଜ୍ଞାନ ଅଛି ।
ଅତଏବ, ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ।
ମାଥିଉ ୫:୪୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି