ଯେଉଁଠାରେ ପିତା ଏବଂ ମାତାଙ୍କର ହାସ୍ୟରେ ପରିପୂର୍ଣ୍ଣ,
ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇ ଖୁସିରେ ପ୍ରଶଂସା ଗାନ କରନ୍ତି ।
ମୋହର ଏବଂ ତୁମ୍ଭର ନାମ ସୁନ୍ଦର ତାରାଗୁଡ଼ିକରେ ଖୋଦିତ ହୋଇଅଛି ।
ପ୍ରେମ ଏବଂ ଆଶୀର୍ବାଦର ତାରାଗଣ ଆକାଶଗଙ୍ଗାରେ ପ୍ରବାହିତ ହୁଏ ।
ସ୍ୱର୍ଗ ଯେଉଁଠାରେ ଗୌରବ ଏବଂ ଧନ୍ୟବାଦର ଅନ୍ତ ହେବ ନାହିଁ!
ଆହା, ସ୍ୱର୍ଗ ଦେଶରେ
ଯିବାକୁ ଚାହୁଁଅଛି ।
ଆମ୍ଭେମାନେ ସେହି ଦିନ ପାଇଁ ଉତ୍ସାହର ସହ ଲାଳସା କରୁଅଛୁ, ଯେତେବେଳେ ଆମ୍ଭେମାନେ ଆପଣା ପରମେଶ୍ୱରଙ୍କ ମେଜରେ ଭୋଜନ କରିବୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି