ପରମେଶ୍ୱର ମାନବଜାତିକୁ ଆମ୍ଭମାନଙ୍କ ଗନ୍ତବ୍ୟସ୍ଥଳ ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ
ଏକ ଦିଗ ସୂଚକ ବୋର୍ଡ ଭାବରେ ବାଇବଲକୁ ସୃଷ୍ଟି କଲେ,
ଏବଂ ଆମ୍ଭମାନଙ୍କୁ ବାଇବଲର ବାକ୍ୟକୁ ପାଳନ କରିବାକୁ କହିଲେ ।
ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ବିଶ୍ରାମ ଦିନ ଓ ନିସ୍ତାରପର୍ବ ହେଉଛି ସ୍ୱର୍ଗର ପଥ ।
ତେବେ, ଆଜି, ଅନେକ ଚର୍ଚ୍ଚ ରବିବାର ଆରାଧନା ଏବଂ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ।
ତେଣୁ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର
ଦିଗ ସୂଚକ ବୋର୍ଡକୁ ସଠିକ୍ କରିବା ପାଇଁ ଆସିଛନ୍ତି ।
ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ଵାସ ଅଛି ବୋଲି କୁହେ, କିନ୍ତୁ ତାହାର କର୍ମ ନ ଥାଏ, ତେବେ ସେଥିରେ କି ଲାଭ? ଏପରି ବିଶ୍ଵାସ କଅଣ ତାହାର ପରିତ୍ରାଣ କରି ପାରେ?... ସେହିପରି ମଧ୍ୟ ବିଶ୍ଵାସ, କର୍ମ ବିନା ନିଜେ ମୃତ । ଯାକୁବ ୨:୧୪-୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି