ଯଦି ଆମ୍ଭେ ପଶୁର ଅଟୁ, ତେବେ ଆମ୍ଭେ ସେହି ପଶୁର ଚିହ୍ନ ପ୍ରାପ୍ତ କରିବା, ଯିଏ ନରକର ଦଣ୍ଡ ଆଡ଼କୁ ଘେନି ଯାଏ ।
ଯେବେ ଆମ୍ଭେ ଯୀଶୁଙ୍କ ନୂତନ ନାମ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଏବଂ ନୂତନ ଯିରୂଶାଲମ ସ୍ୱର୍ଗୀୟ ମାତାଙ୍କୁ
ଅନୁଭବ କରିବା ଏବଂ ତାହାଙ୍କ ଉପରେ ଦୃଢ଼ ବିଶ୍ୱାସ କରିବା, ତେବେ ଆମ୍ଭେ ପରମେଶ୍ୱରଙ୍କଠାରୁ ପରିତ୍ରାଣର ଚିହ୍ନ ପ୍ରାପ୍ତ କରିବା ।
ବାଇବଲ ଭବିଷ୍ୟବାଣୀ କରେ ଯେ ପରମେଶ୍ୱରଙ୍କ ମହାନ କାର୍ଯ୍ୟ ନିସ୍ତାର ପର୍ବ ସମେତ
ପରମେଶ୍ୱରଙ୍କ ସମସ୍ତ ଆଜ୍ଞାଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ମାନଙ୍କ କପାଳ ଉପରେ ମୁଦ୍ରାଙ୍କ ଦେବାର ଅଛି,
ଯାହା ପୃଥିବୀର ପ୍ରାନ୍ତ କୋରିଆରୁ ଆରମ୍ଭ ହେବ ଯେଉଁଠି ସୂର୍ଯ୍ୟ ଉଦୟ ହୋଇଥାଏ ।
ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି...
ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ
ଓ ମହାକ୍ଷମତା ସମର୍ପଣ କଲା ।... ଦକ୍ଷିଣ ହସ୍ତରେ କିଅବା କପାଳରେ
ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, ପୁଣି ସେହି ଚିହ୍ନ,
ଅର୍ଥାତ୍, ପଶୁର ନାମ କିମ୍ଵା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା
ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ ।
ପ୍ରକାଶିତ ବାକ୍ୟ ୧୩:୧-୧୭
ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି;
ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା ।
ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି
ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ, “ଆମ୍ଭେମାନେ ଆପଣାମାନଙ୍କ
ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ
ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ ।”
ପ୍ରକାଶିତ ବାକ୍ୟ ୭:୨-୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି