ସେହି ଚର୍ଚ୍ଚ ଯାହା ପରମେଶ୍ବର ସ୍ୱୟଂ ନିଜ ରକ୍ତ (ନୂତନ ନିୟମ ନିସ୍ତାରପର୍ବର ସତ୍ୟର ବହୁମୂଲ୍ୟ ରକ୍ତ) ସହିତ ସ୍ଥାପିତ କରିଥିଲେ, ସେହି ଚର୍ଚ୍ଚ ସପ୍ତମ ଦିନ, ବିଶ୍ରାମ ଦିନ (ଶନିବାର) କୁ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କ ସମାନ ପାଳନ କରିଥାଏ, ଏବଂ ସେହି ଚର୍ଚ୍ଚ ଯିଏ ପାପ କ୍ଷମା ପାଇଁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କରେ, ଚର୍ଚ୍ଚ ଅଫ୍ ଗଡ୍ ଅଟେ ଯେଉଁଠାରେ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି ଏବଂ ଆମ୍ଭମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି ଯେମିତି କି ବାଇବଲ ସାକ୍ଷ୍ୟ ଦେଇଥାଏ ।
ଯେଉଁମାନେ ପରିତ୍ରାଣ ପ୍ରାପ୍ତ ହେବେ ସେମାନଙ୍କ ହୃଦୟରେ ନୂତନ ନିୟମ ହେବା ଆବଶ୍ୟକ, ଯେପରିକି ପରମେଶ୍ବରଙ୍କ ବିଶ୍ରାମ ଦିନ ଏବଂ ନିସ୍ତାରପର୍ବ । ସେମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର, ଯିଏ ଆତ୍ମା ଏବଂ କନ୍ୟା, ସେମାନଙ୍କୁ ଚିହ୍ନିବେ ଏବଂ ଗ୍ରହଣ କରିବେ, ଏବଂ ସ୍ୱର୍ଗୀୟ ସନ୍ତାନଙ୍କ ରୂପେ ଆପଣା ମିଶନକୁ ପୂରା କରିବେ ଯାହା କି ଦୁନିଆକୁ ଏହା ଶିଖାଇବାର ଅଟେ ଭୂଲ କ’ଣ ଏବଂ ଠିକ୍ କ’ଣ?
ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ ନିକଟକୁ ...
୧କରିନ୍ଥୀୟ ୧:୧-୨
ଏଥିପାଇଁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ; ଏଥିପାଇଁ ଯେ କଥା କହନ୍ତି, ସେ ଯେ ଆମ୍ଭେ ଅଟୁ, ଏହା ସେମାନେ ସେଦିନ ଜାଣିବେ; ଦେଖ, ସେ ଆମ୍ଭେ ।
ଯିଶାଇୟ ୫୨:୫-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି