ଠିକ୍ ଯେପରି ବିଚାରପତି ଏକ ଧର୍ମନିରପେକ୍ଷ ଅନୁସନ୍ଧାନରେ ନିଷ୍ପତ୍ତି ନିଅନ୍ତି
କି ଅଭିଯୋଗକାରୀ ଏବଂ ଅଭିଯୁକ୍ତ ଠିକ୍ କି ଭୁଲ୍, ଯେତେବେଳେ ପୃଥିବୀରେ ବିଚାର ଦିନ ଆସିବ,
ତେବେ ପରମେଶ୍ୱର ଯିଏ ସ୍ୱର୍ଗରେ ବିଚାରପତି ଅଟନ୍ତି, ବାଇବଲର ବାକ୍ୟ ଆଧାରରେ,
ଲୋକଙ୍କ କାର୍ଯ୍ୟ ଅନୁଯାୟୀ ସ୍ଥିର କରିବେ କି ସେମାନେ ସ୍ୱର୍ଗକୁ ଯିବେ ନା ନରକକୁ ।
ପରମେଶ୍ୱର କହନ୍ତି କି ଯେଉଁମାନେ ଏପରି କହନ୍ତି, “ମୁଁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରେ,”
କିନ୍ତୁ ଯେ ତାହାଙ୍କ ଆଜ୍ଞା ପାଳନ କରନ୍ତି ନାହିଁ, ସେ ଆତ୍ମିକ ରୂପେ ମିଥ୍ୟାବାଦୀ
ଆଉ ତାହାକୁ ନରକର ଦଣ୍ଡ ଦିଆଯିବ ।
ଏହି ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଶିକ୍ଷା ଅନୁସାରେ
ପରମେଶ୍ୱର ସ୍ୱର୍ଗୀୟ ସନ୍ତାନମାନଙ୍କୁ ପରିତ୍ରାଣ ଦେବେ ଯେଉଁମାନେ ନୂତନ ନିୟମର ସତ୍ୟରେ ଅଛନ୍ତି
ଏବଂ ବିଶ୍ରାମ ଦିନକୁ ପବିତ୍ର ରୂପେ ପାଳନ କରିବାକୁ ସ୍ମରଣ କରନ୍ତି ।
“ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି,
ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ,
ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।”
ମାଥିଉ ୭:୨୧
ଯଦି ଆମ୍ଭେମାନେ ତାହାଙ୍କ ଆଜ୍ଞା ପାଳନ କରୁ,
ତେବେ ତଦ୍ଦ୍ଵାରା ଜ୍ଞାତ ହେଉ ଯେ, “ଆମ୍ଭେମାନେ ତାହାଙ୍କୁ ଜାଣୁ ।”
ତାହାଙ୍କ ଆଜ୍ଞା ପାଳନ ନ କରି
ତାହାଙ୍କୁ ଜାଣେ ବୋଲି ଯେ କହେ,
ସେ ମିଥ୍ୟାବାଦୀ ଓ ତାହାଠାରେ ସତ୍ୟ ନାହିଁ;
୧ଯୋହ ୨:୩-୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି