ଶୟତାନ ସର୍ବ ପ୍ରଥମେ ପରମେଶ୍ୱରଙ୍କ ଆଜ୍ଞା,
ବିଶ୍ରାମ ଦିନକୁ ନଷ୍ଟ କରି ଦେଲା, ଯାହା ଉଦ୍ଧାରର ମାର୍ଗ ।
ତାହା ପରେ, ଭଙ୍ଗା ଝରକାର ସିଦ୍ଧାନ୍ତ ପରି
ସମସ୍ତ ପରମେଶ୍ୱରଙ୍କ ବିଧି ଉଭେଇ ଗଲା,
ତେଣୁ ସଂସାର କୁକର୍ମ ଦ୍ୱାରା ପରିପୂର୍ଣ୍ଣ ହେଲା, ଆଉ ଉଦ୍ଧାରର ମାର୍ଗ ଅବରୋଧ ହୋଇଗଲା ।
ପରମେଶ୍ୱରଙ୍କ ସମ୍ମୁଖରେ ସମସ୍ତ ଲୋକଙ୍କ ନ୍ୟାୟ କରାଯିବ
କି ସେମାନେ ସ୍ୱର୍ଗ ଯିବେ ଅବା ନରକ ।
ପବିତ୍ର ଆତ୍ମାଙ୍କ ଯୁଗରେ, ସ୍ୱର୍ଗ ଯିବାର ଅନୁଗ୍ରହ ସେହି ଲୋକମାନଙ୍କୁ ଦିଆଯାଏ
ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା, ନୂତନ ନିୟମକୁ ପାଳନ କରନ୍ତି,
ଯାହାକୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ପୁନର୍ବାର ଆଣିଛନ୍ତି ।
ଆମ୍ଭ ରବରେ ଅବଧାନ କର ଓ ଆମ୍ଭେ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁ, ସେସକଳ ଅନୁସାରେ କର୍ମ କର; ତହିଁରେ ତୁମ୍ଭେମାନେ ଆମ୍ଭର ଲୋକ ହେବ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା । ଯିରିମୀୟ ୧୧:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି