ବାଇବଲ ଆମ୍ଭକୁ ଶିକ୍ଷା କରେ ଯେ ଲୋକମାନେ ପରମେଶ୍ୱରଙ୍କ ବିଧି ସକଳ ପାଳନ କରନ୍ତି,
ସେମାନେ ଅଟନ୍ତି ଯେଉଁମାନେ ପରମେଶ୍ୱରଙ୍କ ସହିତ ଚାଲୁଥାଇ ପରମେଶ୍ୱରଙ୍କୁ ପ୍ରସନ୍ନ କରିପାରନ୍ତି ।
ସେମାନେ ଅଟନ୍ତି ଯେଉଁମାନେ ପରିଶେଷରେ ସ୍ୱର୍ଗକୁ ଆରୋହଣ କରିବେ ।
ହନୋକ, ଇଲୀଶାୟ ଏବଂ ପିତର ଯେପରି ବିଶ୍ୱାସର ପୂର୍ବପୁରୁଷଙ୍କ ସମାନ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରିଥିଲେ,
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ପରମେଶ୍ୱରଙ୍କ ଆଜ୍ଞା ସକଳ ପାଳନ କରି ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି ।
ସେମାନେ ଅଟନ୍ତି ଯେଉଁମାନେ ପବିତ୍ର ଆତ୍ମା ଆନ୍ ସାଙ୍ଗ୍ ହୋଙ୍ଗ୍ ପରମେଶ୍ୱର ଓ
ମାତା ପରମେଶ୍ୱର ଯେ ନୂତନ ନିୟମର ବାସ୍ତବିକତା ଅଟନ୍ତି, ଙ୍କ ସହିତ ଚାଲୁଛନ୍ତି ।
ସେ ମଧ୍ୟ ଆପଣା ଦୁଃଖଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ଵାରା ସେମାନଙ୍କ ନିକଟରେ ନିଜକୁ ସଜୀବ ଦେଖାଇଲେ, ପୁଣି ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ଵାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ଵରଙ୍କ ରାଜ୍ୟ ସମ୍ଵନ୍ଧୀୟ ବିଷୟଗୁଡ଼ିକ କହିଲେ... ସେ ଏହିସମସ୍ତ କଥା କହିବା ଉତ୍ତାରେ ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ଵକୁ ନୀତ ହେଲେ, ଆଉ ଖଣ୍ତେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା । ପ୍ରେରିତ ୧:୩-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି