ଆଜି, ବିଶ୍ୱରେ ଅନେକ ଲୋକ ରବିବାର ଦିନ ପରମେଶ୍ୱରଙ୍କୁ ଆରାଧନା କରନ୍ତି ।
କିନ୍ତୁ ଯେଉଁ ଦିନ ପରମେଶ୍ବର ଆଶୀର୍ବାଦ କଲେ ଏବଂ ପବିତ୍ର ହେବାକୁ ମନେ ରଖିବାକୁ ଆଦେଶ ଦେଲେ, ତାହ ବିଶ୍ରାମ ଦିନ(ଶନିବାର) ଅଟେ ।
ସ୍ୱର୍ଗରାଜ୍ୟ ଏପରି ଏକ ସ୍ଥାନ ନୁହେଁ ଯେଉଁଠାରେ ଲୋକମାନେ କେବଳ ପରମେଶ୍ବରଙ୍କ ଉପରେ ବିଶ୍ୱାସ କରି ଏବଂ ଚର୍ଚ୍ଚକୁ ଯିବା ଦ୍ୱାରା ଯାଇପାରିବେ । କେବଳ ଯେଉଁମାନେ ବିଶ୍ରାମ ଦିନକୁ ପାଳନ କରନ୍ତି, ଯାହାକି ଏକ ଚିହ୍ନ ଯାହାକୁ ପରମେଶ୍ୱର ନିଜ ଲୋକଙ୍କୁ ଦେଇଛନ୍ତି, ସେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ ।
ଯେପରି ପ୍ରସିଦ୍ଧ ବିଜେତା, ରାଜନେତା ଏବଂ ଧନୀ ଲୋକମାନେ ମରିଗଲେ, ସେହିପରି ସମସ୍ତ ଲୋକ ମରିଯାଆନ୍ତି ଏବଂ ସ୍ୱର୍ଗ କିମ୍ବା ନରକରେ ଅନନ୍ତକାଳ ବାସ କରନ୍ତି । ଥରେ ଆମ୍ଭେ ଏହା ହୃଦୟଙ୍ଗମ କରିବା ପରେ, ଆମ୍ଭକୁ ସ୍ୱର୍ଗରାଜ୍ୟର ପଥ ଅନୁସରଣ କରିବା ଉଚିତ୍ ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ଆମ୍ଭକୁ ଶିଖାଇଛନ୍ତି, ଯାହା ବାଇବଲରେ ବିଶ୍ରାମ ଦିନ ଅଟେ ।
“ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର । ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କର ବିଶ୍ରାମ ଦିନ ଅଟେ;... ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି ।”
ଯାତ୍ରା ପୁସ୍ତକ ୨୦:୮-୧୧
ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।
ମାଥିଉ ୭:୨୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି