ପରମେଶ୍ୱର ସମସ୍ତ ମାନବଜାତି ନିମନ୍ତେ ଏକ ଭବିଷ୍ୟବାଣୀ ଛାଡ଼ିଲେ ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଆତ୍ମିକ ଦୁର୍ଭୀକ୍ଷ ମଧ୍ୟରେ ପୀଡ଼ିତ ଅଛନ୍ତି: “ଆତ୍ମା ଓ କନ୍ୟା ନିକଟକୁ ଆସ ଏବଂ ଜୀବନଦାୟକ ଜଳ ଗ୍ରହଣ କର ।”
ଯେବେ ସମସ୍ତ ମାନବଜାତି ପବିତ୍ର ଆତ୍ମା, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ କନ୍ୟା, ମାତା ପରମେଶ୍ୱରଙ୍କୁ ଅନ୍ୱେଷଣ କରିବ, ତେବେ ସେମାନେ ଜୀବନଦାୟକ ଜଳ ପ୍ରାପ୍ତ କରି ନିଜର ଆତ୍ମିକ ତୃଷ୍ଣା ମେଣ୍ଟାଇବେ ଏବଂ ପରିତ୍ରାଣ ପ୍ରାପ୍ତ ହେବେ ।
ଆତ୍ମା ଓ କନ୍ୟା କହନ୍ତି, ଆସ । ପୁଣି ଯେ ଶୁଣେ, ସେ କହୁ, ଆସ ।
ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।
ପ୍ରକାଶିତ ବାକ୍ୟ ୨୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି