ଜଣେ ଖ୍ରୀଷ୍ଟିଆନ ଭାବରେ, ମୁଁ କେବଳ ଅଭ୍ୟାସବଶତଃ ଆରାଧନାରେ ଯୋଗ ଦେଉଥିଲି ଏବଂ କୌଣସି ପ୍ରକୃତ ଅର୍ଥ ନ ବୁଝି ବିଶ୍ୱାସର ଜୀବନଯାପନ କରୁଥିଲି । କିନ୍ତୁ, ଚର୍ଚ୍ଚ ଅଫ୍ ଗଡ୍ରେ ବାପ୍ତିଜିତ ହେବା ପରେ, ମୁଁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ଙ୍କ ପୁସ୍ତକଗୁଡ଼ିକ ମାଧ୍ୟମରେ ସତ୍ୟକୁ ସ୍ପଷ୍ଟ ଭାବରେ ବୁଝିପାରିଲି । ଯେତେବେଳେ ମୁଁ ଅନୁଭବ କଲି ଯେ ଏହି ଯୁଗରେ ସ୍ୱର୍ଗୀୟ ମାତା ଆମ୍ଭମାନଙ୍କ ସହିତ ଅଛନ୍ତି, ମୁଁ ପ୍ରକୃତ ଆନନ୍ଦ ଓ ହର୍ଷର ସହିତ ଆରାଧନା କରିବାକୁ ସକ୍ଷମ ହେଲି ।
ଚର୍ଚ୍ଚ ଅଫ୍ ଗଡ୍ରେ, ମୁଁ ଏକ ଗଭୀର ଆନ୍ତରିକତା ଅନୁଭବ କରିଛି । ତେଣୁ ସାଧାରଣ ଭାବରେ ମୋ ଜୀବନରେ, ମୁଁ ପରମେଶ୍ୱରଙ୍କଠାରୁ ନିରନ୍ତର ଉତ୍ସାହ ଓ ଆଧ୍ୟାତ୍ମିକ ସାହାଯ୍ୟ ପାଇଚାଲିଛି, ଯାହା ମୋତେ ଏକ ଉଜ୍ଜ୍ୱଳ ଓ ଆନନ୍ଦିତ ହୃଦୟରେ ଭବିଷ୍ୟତକୁ ଚାହିଁ ରହିବାକୁ ସାହାଯ୍ୟ କରେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି