ଏହି କାହାଣୀ ସିକନ୍ଦର ମହାନଙ୍କ ୟୂନାନର ରାଜ୍ୟ ସ୍ଥାପନା ହେବା ପରେ ହୋଇଅଛି ।
ସିକନ୍ଦର ମହାନ, ଯିଏ ଆପଣା ସ୍ୱୟଂର ଛବୀକୁ ଚିତ୍ରିତ କରିବାକୁ ଚାହୁଁଥିଲା, ଦେଶର ସମସ୍ତ ଚିତ୍ରକାରମାନଙ୍କୁ ଆହ୍ୱାନ କଲେ ।
ସମସ୍ତ ଚିତ୍ରକାର ଯେଉଁମାନେ ତାହାଙ୍କ ଛବୀ ଅଙ୍କନ କରିବାକୁ ଆସିଲେ ଚକିତ ହୋଇଗଲେ ।
ଏପରି ଏଥିପାଇଁ ଥିଲା କାରଣ ତାହାଙ୍କ ମୁହଁର ଡାହାଣ ପଟେ ଏକ ଭୟାନକ ଏବଂ ଅସୁନ୍ଦର ଚିହ୍ନ ଥିଲା ।
ସେହି ସମୟ ସିକନ୍ଦର ମହାନଙ୍କ ସବୁଠାରୁ ଅଧିକ ସମ୍ମାନ କରୁଥିବା ଚିତ୍ରକାର ସମ୍ମୁଖକୁ ଆସିଲା ।
ଚିତ୍ରକାର ରାଜାଙ୍କୁ ଚୌକି ଉପରେ ବଲିବାକୁ କହିଲେ ଏବଂ ପୁଣି ଚିବୁକ ଉପରେ ହାତ ରଖିବାକୁ ଦେଲେ ।
ତାହାଙ୍କ ହାତଦ୍ୱାରା, ସେହି ଚିହ୍ନ ସ୍ୱଭାବିକ ରୂପେ ଲୁଚି ଗଲା ।
ତେବେ ଚିତ୍ରକାର ରାଜାଙ୍କ ପ୍ରସିଦ୍ଧି ଏବଂ ଖ୍ୟାତିକୁ ଦେଖୁଥାଇ ତାଙ୍କ ଛବୀକୁ ଅଙ୍କନ କରିପାରିଲା ।
ସିକନ୍ଦର ମହାନ ଛବୀ ଦେଖୁଥାଇ ଆନନ୍ଦ ଓ ଖୁସୀର ସହିତ ଚିତ୍ରକାରଙ୍କୁ ବଡ଼ ପୁରସ୍କାର ଦେଲେ ।
ସିକନ୍ଦର ମହାନଙ୍କ ମହଁର ଦାଗପରି, ପ୍ରତ୍ୟେକଙ୍କ ପାଖରେ କିଛି ନା କିଛି ହୋଇଥାଏ ଯାହାକୁ ସେ ପ୍ରକଟ ବା ବ୍ୟକ୍ତ କରିବାକୁ ଚାହେଁ ନାହିଁ ।
କାହିଁକି ନା ଆମ୍ଭେ ଲୋକମାନଙ୍କର ଦୁର୍ବଳତାକୁ ପ୍ରକଟ କରିବା ବଦଳରେ ସେମାନଙ୍କର ବୈଶିଷ୍ଟକୁ ପ୍ରକଟ କରିବା ଓ ପ୍ରଶଂସା କରିବା ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି