ମାତାଙ୍କ ବିନା, ଆମ୍ଭମାନଙ୍କଠାରେ ଜୀବନ ହୋଇ ପାରିବ ନାହିଁ, ଆଉ ନାହିଁ ଆମ୍ଭେ ପୃଥିବୀରେ ବା ସ୍ୱର୍ଗରେ ପ୍ରେମ କରିବା ଶିକ୍ଷା କରି ପାରିବା । ଏଥିପାଇଁ ଦୁନିଆକୁ ଜୀବନ ଓ ପ୍ରେମରେ ଭରା ଏକ ସ୍ଥାନ ଯାହାର ମାନବଜାତି ସ୍ୱପ୍ନ ଦେଖୁଅଛି ପ୍ରସ୍ତୁତ କରିବା ପାଇଁ ନିଶ୍ଚିତ୍ ରୂପରେ ମାତା ପରମେଶ୍ୱରଙ୍କ ଆବଶ୍ୟକତା ଅଛି ।
ଏହି ପୃଥିବୀରୁ ଜୀବନ ଓ ପ୍ରେମକୁ ଛଡ଼େଇ ନେବା ପାଇଁ ଶୟତାନ ଲୋକମାନଙ୍କୁ ଏହା କହୁଥାଇ ଧୋକା ଦେଇଥାଏ, “ମାତା ପରମେଶ୍ୱରଙ୍କ ଅସ୍ତିତ୍ୱ ନାହିଁ ।” ମାତ୍ର, ଆମ୍ଭେ ସମସ୍ତ ବସ୍ତୁ ମାଧ୍ୟମରେ ପରମେଶ୍ୱରଙ୍କ ଅଦୃଶ୍ୟ ପରମେଶ୍ୱରତ୍ୱକୁ ବୁଝିବା ଉଚିତ୍ ।
ଆଦମ ହବାଙ୍କ ବିଷୟରେ ସାକ୍ଷ୍ୟ ଦେଲେ, ଆଉ ମେଷଶାବକ ମାନବଜାତିକୁ ଜୀବନ ଜଳର ସ୍ରୋତ ନିକଟକୁ ଅନୁଗମନ କରିଛନ୍ତି । ଏଥିପାଇଁ ଯେବେ ଆମ୍ଭେ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ପଥପ୍ରଦର୍ଶନ ର ପାଳନ କରୁଥାଇ ସ୍ୱର୍ଗୀୟ ମାତାଙ୍କ ପାଖକୁ ଆସନ୍ତି, ତେବେ ଆମ୍ଭେ ଜୀବନ, ଆନନ୍ଦ, ଖୁଶୀ ଓ ପ୍ରେମର ଦୁନିଆରେ ଯାଇ ପାରିବା ।
କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ, ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କ କଢ଼ାଇନେବେ; ପୁଣି ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ । ପ୍ରକାଶିତ ବାକ୍ୟ ୭:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି