ଏହି ଦୁନିଆରେ ଲୋକଙ୍କର ଦୁଇଟି ଗୋଷ୍ଠୀ ଅଛି: ଯେଉଁମାନେ ପରମେଶ୍ୱରଙ୍କ କଥା
ଶୁଣନ୍ତି ଏବଂ ତାହା କରନ୍ତି, ଏବଂ ଯେଉଁମାନେ କଥାକୁ ବୁଝିପାରନ୍ତି ନାହିଁ,
ଯଦିଓ ହିଁ କେତେ ଥର ପରମେଶ୍ୱରଙ୍କ ସ୍ୱର ଶୁଣନ୍ତି ।
ପବିତ୍ର ଆତ୍ମାଙ୍କ ଶେଷ ଯୁଗରେ, ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଆମ୍ଭେ
ପିତା ଆନ୍ ସାଙ୍ଗ୍ ହୋଙ୍ଗ ଏବଂ ମାତା ପରମେଶ୍ୱରଙ୍କ ସ୍ୱରକୁ ସ୍ପଷ୍ଟ ଭାବରେ
ଶୁଣିବା ଏବଂ ବୁଝିପାରିବା ଏବଂ ପରମେଶ୍ୱରଙ୍କ ନମୂନା ଅନୁସାରେ
ନୂତନ ନିୟମର ନିସ୍ତାର ପର୍ବ ଏବଂ ବିଶ୍ରାମ ଦିନକୁ ପାଳନ କରିପାରିବା ।
ସେହି ସ୍ଥାନଟି ହେଉଛି ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା ।
“କିନ୍ତୁ ତୁମ୍ଭେମାନେ ବିଶ୍ଵାସ କରୁ ନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ । ମୋ’ ମେଷସବୁ ମୋହର ସ୍ଵର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି ।” [ଯୋହନ ୧୦:୨୬-୨୭]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି