ବୁଦ୍ଧିମାନ ଦାସ ଅନୁସନ୍ଧାନ କରୁଥିବା ରାଜା ଓ ଝୁଙ୍ଗ୍ ଲିଆଙ୍ଗଙ୍କ ବୁଦ୍ଧିର କାହାଣୀରୁ,
ଆମ୍ଭେ ଦେଖି ପାରିବା କି ବୁଦ୍ଧି ଏପରି ଲାଭଦାୟକ ବସ୍ତୁ ଅଟେ
ଯାହା ଆମ୍ଭକୁ ଜୀବନରେ ଅସୁବିଧାକୁ ଦୂର କରିବାରେ ସକ୍ଷମ କରିଥାଏ ।
ଏଲୋହୀମ ପରମେଶ୍ୱର ବୁଦ୍ଧି ଓ ଉଦ୍ଧାରର ସ୍ରୋତ ଅଟନ୍ତି ।
ବାଇବଲରେ ପିତା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ମାଧ୍ୟମରେ
ଉଦ୍ଧାର ପର୍ଯ୍ୟନ୍ତ ପହଞ୍ଚିବାର ମାର୍ଗ ଓ ସମସ୍ତ ବୁଦ୍ଧି ନିହିତ ଅଛି ।
ଯଦି ଆପଣ ଶରୀରରେ ଆସିଥିବା ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ଓ ପରମେଶ୍ୱରଙ୍କ
ବୁଦ୍ଧିର ବିଷୟ ଶୁଣିବାକୁ ଇଚ୍ଛୁକ ତେବେ ଆପଣଙ୍କୁ ପରମେଶ୍ୱରଙ୍କ
ମନୋନୀତ ସ୍ଥାନ ଅର୍ଥାତ୍ ସିୟୋନରେ ଯେଉଁଠାରେ ନିସ୍ତାର ପର୍ବ ସହିତ
ନୂତନ ନିୟମର ପର୍ବକୁ ପାଳନ କରାଯାଏ ଅବଶ୍ୟ ଆସିବାକୁ ହେବ ।
କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି, ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି: “ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; ଏଠାରେ ଆମ୍ଭେ ବାସ କରିବା, କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ ।” ଗୀତସଂହିତା ୧୩୨:୧୩-୧୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି