ଯଦିଓ ବିଲ ପୋର୍ଟର ମସ୍ତିଷ୍କ ପକ୍ଷାଘାତ ସହିତ ଜନ୍ମ ହୋଇଥିଲେ,
କିନ୍ତୁ ସେ ଆପମା ମାତାଙ୍କ ପ୍ରୋତ୍ସାହନ କାରଣରୁ ଏକ ପ୍ରସିଦ୍ଧ ବିକ୍ରେତା ହୋଇଗଲେ ।
ସେହି ପ୍ରକାର, ପରମେଶ୍ୱରଙ୍କ ସନ୍ତାନ ସର୍ବଦା ପରମେଶ୍ୱରଙ୍କ ପ୍ରେମ
ଓ ପ୍ରୋତ୍ସାହନରୁ ନୂତନ ଶକ୍ତି ପ୍ରାପ୍ତ କରନ୍ତି ।
ଯଦିଓ ଆମ୍ଭ ମଧ୍ୟରୁ ପ୍ରତ୍ୟେକଙ୍କ କିଛି ଦୁର୍ବଳ ବା ସମସ୍ୟା ଅଛି,
କିନ୍ତୁ ଯଦି ଆମ୍ଭେ ମାତା ପରମେଶ୍ୱରଙ୍କ ସହିତ ରହିବା ଯାହା ଆମ୍ଭକୁ ସର୍ବଦା ପ୍ରୋତ୍ସାହିତ କରିଥାଏ,
ତେବେ ଆମ୍ଭେ ଭଲ ଗଛ ହୋଇପାରିବା ଏବଂ ଭଲ ଫଳ ଉତ୍ପନ୍ନ କରିପାରିବା ।
ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ’ ବିନା ତୁମ୍ଭେମାନେ କିଛି କରି ପାର ନାହିଁ । ଯୋହନ ୧୫:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି