“ସେମାନେ ମନୁଷ୍ୟପୁତ୍ରଙ୍କୁ ମହା-ପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ,”(ମାଥି ୨୪:୩୦) ସ୍ଥାପିତ ଚର୍ଚ୍ଚ ଏହି ପଦର ଉପଯୋଗ ଏହା ଯୋର ଦେବା ପାଇଁ କରନ୍ତି ଯେ ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଶରୀରରେ ଆସିବେ ନାହିଁ କାରଣ ବାଇବଲରେ ଲେଖାଅଛି ସେ ମାହମହିମାରେ ଆଗମନ କରିବେ ।
କିନ୍ତୁ, ଯୀଶୁ ଶରୀରରେ ଆସିବା ଦ୍ୱାରା, ଯାହା ମନୁଷ୍ୟମାନଙ୍କ ଦଷ୍ଟିରେ ମହିମାମୟ ନଥିଲା, ଯିଶାଇୟଙ୍କ ଭବିଷ୍ୟବାଣୀ ପୂର୍ଣ୍ଣ କଲେ “ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ,” (ଯିଶାଇୟ ୪୦:୫)
ତେଣୁ, ଆମେ ବୁଝିପାରିବା ଯେ ସେମାନଙ୍କର ଦାବୀ ମିଥ୍ୟା ଅଟେ ।
ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି ଏବଂ ପରିତ୍ରାଣପ୍ରାପ୍ତ ହୁଅନ୍ତି, ସେମାନେ ହିଁ ଦ୍ବିତୀୟ ଆଗମନ ଖ୍ରୀଷ୍ଟଙ୍କ ମହିମାକୁ ସ୍ୱୀକାର କରିପାରିବେ, ଯିଏକି ଆମ୍ଭମାନଙ୍କ ପରି ସମାନ ରୂପରେ ଆସନ୍ତି ।
ଆଉ, ସେହି ବାକ୍ୟ ଦେହବ; ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ଵିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ।
ଯୋହନ ୧:୧୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି