ସାରା ବିଶ୍ୱରେ ଅନେକ ଚର୍ଚ୍ଚ ଜିଦ୍ ଧରନ୍ତି ଯେ ବିଶ୍ରାମ ର ଦିନକୁ ନଷ୍ଟ କରିଦିଆଯାଇଛି କାରଣ ଏହା ପୁରାତନ ନିୟମର ବ୍ୟବସ୍ଥାର ଏକ ଅଂଶ ଅଟେ।
ତଥାପି ପରମେଶ୍ୱରଙ୍କ ଲୋକ ଭାବରେ, ଆମକୁ ସମସ୍ତ ଦଶ ଆଜ୍ଞା ପାଳନ କରିବାକୁ ଆହ୍ୱାନ କରାଯାଇଛି—ପ୍ରଥମ ଆଜ୍ଞାଠାରୁ ଦଶମ ଆଜ୍ଞା ପର୍ଯ୍ୟନ୍ତ, ଏପରି ଗୋଟିଏ ବି ଆଜ୍ଞା ନାହିଁ ଯାହାକୁ ଆମେ ଅବହେଳା କରିପାରିବୁ। କେହି ଠିକ୍ ଭାବରେ କହିପାରିବେ ନାହିଁ ଯେ, “ଦଶ ଆଜ୍ଞା ମଧ୍ୟରୁ ନଅଟି ପାଳନ କରିବାକୁ ପଡ଼ିବ, କିନ୍ତୁ ଚତୁର୍ଥ ଆଜ୍ଞା ପାଳନ କରିବାର ଆବଶ୍ୟକତା ନାହିଁ।”
ଯେଉଁ ମଣ୍ଡଳୀଗୁଡ଼ିକ ବିଶ୍ରାମ ର ଦିନ ପାଳନ କରନ୍ତି ନାହିଁ, ସେମାନେ ମଧ୍ୟ ଦଶ ଆଜ୍ଞାର ଗୁରୁତ୍ୱକୁ ସହଜରେ ସ୍ୱୀକାର କରନ୍ତି।
ତେଣୁ, “ପୁରାତନ ନିୟମ ବ୍ୟବସ୍ଥାର ଏକ ଅଂଶ ଭାବରେ ବିଶ୍ରାମ ର ଦିନକୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ପାଳନ କରିବାର ଆବଶ୍ୟକତା ନାହିଁ” ବୋଲି ଦାବି ଉଭୟ ବିରୋଧାଭାସୀ ଏବଂ ମିଥ୍ୟା ଅଟେ। ଆଜି ମଧ୍ୟ, ଆମେ ଚତୁର୍ଥ ଆଜ୍ଞା ଅନୁଯାୟୀ ବିଶ୍ରାମ ର ଦିନକୁ ପବିତ୍ର ରଖିବା ଉଚିତ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି