ବାଇବଲର ବିଦ୍ୱାନମାନେ ଜୋର ଦେଉଥାଇ କହନ୍ତି, “ଆଦି ପୁସ୍ତକରେ ‘ଆମ୍ଭେମାନେ’ ତ୍ରିଏକ କୁ ସୂଚିତ କରେ ।”
କିନ୍ତୁ, ତାଙ୍କର ଦାବି ତ୍ରିଏକ ବିଷୟରେ ସେମାନଙ୍କ ବୁଝିବାର ଅଭାବକୁ ଦର୍ଶାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ଏକ ମୌଳିକ ସତ୍ୟ ଅଟେ ।
ପୁରୁଷ ଏବଂ ସ୍ତ୍ରୀର ଅସ୍ତିତ୍ୱ, ଯାହା ପରମେଶ୍ୱରଙ୍କ ପ୍ରତିମୂର୍ତ୍ତୀରେ ସୃଷ୍ଟି ହୋଇଥିଲା, ଏହା ପ୍ରମାଣ କରେ ଯେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ବିଦ୍ୟମାନ ଅଛନ୍ତି ।
ବିଶ୍ୱ ମିଶନ୍ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରିଥାଏ, ଯିଏ ବାଇବଲର ଭବିଷ୍ୟବାଣୀ ଅନୁଯାୟୀ ଏହି ଯୁଗରେ ଶରୀର ଧାରଣ କରି ଆସିଛନ୍ତି ଏବଂ ମାନବଜାତିକୁ ଅନନ୍ତ ଜୀବନ ପ୍ରଦାନ କରନ୍ତି ।
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ...
ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।
ଆଦି ୧:୨୬-୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି