ଆଜି, ଅନେକ ଲୋକ ବିଶ୍ରାମ ର ଦିନକୁ ପୁରାତନ ନିୟମର ଏକ ବ୍ୟବସ୍ଥା ଭାବରେ ବିବେଚନା କରନ୍ତି। ତଥାପି ବାଇବଲ ଆମକୁ ଖ୍ରୀଷ୍ଟଙ୍କ ଉଦାହରଣ ଅନୁସରଣ କରି ନୂତନ ନିୟମର ବିଶ୍ରାମ ର ଦିନ ପାଳନ କରିବାକୁ ଶିକ୍ଷା ଦିଏ।
ପୁରାତନ ନିୟମ ସମୟରେ - ଯାହା ଛାୟା ଥିଲା - ମେଷମାନଙ୍କୁ ବଳିଦାନ କରାଯାଉଥିଲା ଓ ସେମାନଙ୍କର ରକ୍ତ ବୁହାଯାଉଥିଲା, ଏବଂ ଏହିସବୁ ବଳିଦାନ ମାଧ୍ୟମରେ, ଲୋକେ ପରମେଶ୍ୱରଙ୍କ ଆରାଧନା କରୁଥିଲେ। ନୂତନ ନିୟମ ସମୟରେ - ଯାହା ବାସ୍ତବତା ଅଟେ - ଏବ୍ରୀ ୭ ପର୍ବ ଆମ୍ଭମାନଙ୍କୁ ଅନ୍ୟ ପ୍ରକାରେ ଶିକ୍ଷା ଦିଏ: “କାରଣ ଯାଜକତ୍ଵ ଯଦି ପରିବର୍ତ୍ତିତ ହୁଏ, ତେବେ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ।” ତେଣୁ, ଆମ୍ଭମାନଙ୍କ ଆରାଧନା କରିବାର ଉପାୟ ପରିବର୍ତ୍ତିତ ହୋଇଛି।
ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ଯୀଶୁଙ୍କ ଉଦାହରଣ ଅନୁସରଣ କରେ ଏବଂ ବିଶ୍ରାମ ର ଦିନ [ଶନିବାର] ରେ ଆତ୍ମାରେ ଓ ସତ୍ୟରେ ପରମେଶ୍ୱରଙ୍କ ଆରାଧନା କରେ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି