ଯଦି ଆମେ ଜାଣିବା ଯେ ଯୀଶୁ କେଉଁ ଦିନ ପୁନରୁତ୍ଥିତ ହୋଇଥିଲେ, ତେବେ ଆମେ ଏହା ମଧ୍ୟ ଜାଣିପାରିବା ଯେ ସପ୍ତାହର କେଉଁ ଦିନଟି ବିଶ୍ରାମ ଦିନ, ଯାହାକୁ ସ୍ମରଣ କରି ପବିତ୍ର ରୂପେ ପାଳନ କରିବାକୁ ପରମେଶ୍ୱର ଆମକୁ ଆଜ୍ଞା ଦେଇଥିଲେ।
ମାର୍କ ୧୬:୯ ରେ ଉଲ୍ଲେଖ ଅଛି ଯେ ଯୀଶୁ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ପୁନରୁତ୍ଥିତ ହୋଇଥିଲେ।
ଏଥିରୁ ଆମେ ବୁଝିପାରିବା ଯେ ତାହାର ପୂର୍ବ ଦିନ, ଅର୍ଥାତ୍ ବିଶ୍ରାମ ଦିନ, ଶନିବାର ଥିଲା।
ଯେହେତୁ ବାଇବଲ ସାକ୍ଷ୍ୟ ଦିଏ ଯେ ବିଶ୍ରାମ ଦିନ ରବିବାର ନୁହେଁ ବରଂ ଶନିବାର ଅଟେ, ଚର୍ଚ୍ଚ ଅଫ୍ ଗଡ୍ ବାଇବଲର ଶିକ୍ଷା ଅନୁସାରେ ଶନିବାର ଦିନ ପରମେଶ୍ୱରଙ୍କ ଆରାଧନା କରନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି