ଚର୍ଚ୍ଚ ଅଫ୍ ଗଡ୍ ବାହାରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକ ଦେଖିବାକୁ ମିଳନ୍ତି ନାହିଁ, କାରଣ ସେମାନେ ନୂତନ ନିୟମର ସତ୍ୟରେ ନାହାନ୍ତି ।
ବାଇବଲ ଶିକ୍ଷା ଦିଏ ଯେ, କେବଳ ନୂତନ ନିୟମ ପାଳନ କରୁଥିବା ପରମେଶ୍ୱରଙ୍କ ଲୋକମାନେ ହିଁ ଏଲୋହିମ୍ ପରମେଶ୍ୱରଙ୍କୁ—ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ—ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ।
କେବଳ ଚର୍ଚ୍ଚ ଅଫ୍ ଗଡ୍ରେ ହିଁ ଲୋକମାନେ ନୂତନ ନିୟମର ବ୍ୟବସ୍ଥାକୁ ବୁଝନ୍ତି ଓ ପାଳନ କରନ୍ତି, ଏବଂ ଏହାଦ୍ୱାରା ଏହି ଯୁଗର ତ୍ରାଣକର୍ତ୍ତା ଏଲୋହିମ୍ ପରମେଶ୍ୱରଙ୍କୁ ସଠିକ୍ ଭାବରେ ଜାଣି ଗ୍ରହଣ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି