ଶିଖର ଋତୁ ଏବଂ ଗରମରେ ଉଚ୍ଚ ତାପମାନର କାରଣରୁ ସାରା ଦୁନିଆରେ ବହୁଳ ମାତ୍ରାରେ
ଜଙ୍ଗଲର ନିଆଁ ମାନବଜାତିକୁ ନରକ ଅଗ୍ନିର ପୀଡ଼ା ବିଷୟରେ ଚିନ୍ତା କରିବାକୁ ଦେଇଛି,
ଯାହା ପୃଥିବୀରେ ଅଗ୍ନିର ତୁଳନାରେ ଅତୁଳନୀୟ ରୂପେ ଗରମ ହେବ ।
ଯୀଶୁ ବାଇବଲରେ ଧନୀ ପୁରୁଷ ଏବଂ ଲାଜରର ଦୃଷ୍ଟାନ୍ତ ସହିତ,
ବିଭିନ୍ନ ଶିକ୍ଷା ମାଧ୍ୟମରେ ସ୍ୱର୍ଗ ଏବଂ ନରକରେ ପ୍ରବେଶ କରିବାର ବାସ୍ତବିକତାକୁ
ପ୍ରକଟ କଲେ, ୟାହା ଭବିଷ୍ୟତରେ ହେବ । ସେ ବାରମ୍ବାର ଏହି ବିଷୟ ପ୍ରତି ଜୋର ଦେଲେ
କି ଆମ୍ଭକୁ ସେହି ସମସ୍ତ କାର୍ଯ୍ୟ ଏବଂ ବିଚାରଠାରୁ ମୁକ୍ତି ପାଇବା ଉଚିତ୍
ଯାହା ଆମ୍ଭକୁ ନରକ ଆଡ଼କୁ ନେଇଯାଏ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ
ଅନୁଗ୍ରହକୁ ଅନୁଭବ କରିଛନ୍ତି ଯେଉଁମାନେ ଆମ୍ଭକୁ ନରକରୁ ରକ୍ଷା କଲେ ଏବଂ ନୂତନ ନିୟମର ସତ୍ୟ
ଯେମିତି ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବ ଦ୍ୱାରା ସ୍ୱର୍ଗରେ ନେତୃତ୍ୱ କରିଛନ୍ତି ।
ଯଦିଓ ସେମାନଙ୍କୁ କେତେ ମଧ୍ୟ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ ନା କାହିଁକି,
ସେମାନେ ଆପଣା ଦୈନିତ ଜୀବନ କୃତଜ୍ଞତାର ସହିତ ଯାପନ କରନ୍ତି ।
“ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ;
ଦୁଇ ହସ୍ତ ଘେନି ନରକ, ଅର୍ଥାତ୍, ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ
ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।...
କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।
ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ ।”
ମାର୍କ ୯:୪୩-୪୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି