ଯଦି ଆମ୍ଭେ ସ୍ୱର୍ଗରେ କରିଥିବା ଆପଣା ଅପରାଧ ନିମନ୍ତେ ଅନୁତାପ କରିବା ଏବଂ ବାପ୍ତୀସ୍ମ ମାଧ୍ୟମରେ
ପୁଣିଥରେ ଜନ୍ମ ହେବା ପରେ, ପରମେଶ୍ୱଙ୍କ ବାକ୍ୟ ପ୍ରତି ଆଜ୍ଞାକାରିତାର ଜୀବନ ଅତିବାହୀତ କରିବା,
ତେବେ ଆମ୍ଭମାନଙ୍କ ନାମ ଜୀବନର ପୁସ୍ତକରେ ପ୍ରକାଶମାନ ହେବ । କିନ୍ତୁ, କିଛି ମନ୍ଦ କାର୍ଯ୍ୟ କରିବା
ଏବଂ ପରମେଶ୍ୱରଙ୍କୁ ପରିତ୍ୟାଗ କରିବା, ତେବେ ଆମ୍ଭମାନଙ୍କ ନାମ ଜୀବନର ପୁସ୍ତକ ମଧ୍ୟରୁ କାଟି ଦିଆଯିବ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ସର୍ବଦା ବାଇବଲର ମାଧ୍ୟମରେ ଶିକ୍ଷା କରିଛନ୍ତି
କି ଆମ୍ଭକୁ ଏକ ବିଶ୍ୱସ୍ତ ଖ୍ରୀଷ୍ଟିଆନ୍ ଜୀବନ ଅତିବାହୀତ କରିବା ଆବଶ୍ୟକ ଯାହାଫଳରେ ଆମ୍ଭମାନଙ୍କ ନାମ ଜୀବନର ପୁସ୍ତକରେ
ପ୍ରକାଶମାନ ହୋଇପାରିବ, କାରଣ ଯଦି ଆମ୍ଭମାନଙ୍କ ନାମ ଜୀବନର ପୁସ୍ତକରେ ଲେଖାଯିବ ନାହିଁ,
ତେବେ ଆମ୍ଭମାନଙ୍କୁ ଅସହାୟ ହୋଇ ଶୟତାନର କୌଣସି ପ୍ରକାର ବା ରୂପରେ ଅନୁସରଣ କରିବାକୁ ପଡ଼ିଥାଏ ।
ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳବସ୍ତ୍ର ପରିହିତ ହେବ,
ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପନ କରି
ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ଵୀକାର କରିବୁ ।
ପ୍ରକାଶିତ ବାକ୍ୟ ୩:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି