ପରମେଶ୍ବରଙ୍କ ବାକ୍ୟ ଅନୁଯାୟୀ ସମଗ୍ର ଦୁନିଆର ସମସ୍ତ ଲୋକଙ୍କୁ ପରିତ୍ରାଣର ଖବର ପ୍ରଚାର କରିବା ପାଇଁ,
ଆମ୍ଭମାନଙ୍କୁ ନିଜ ଉପାୟ ଉପରେ ନିର୍ଭର କରିବା ପରିବର୍ତ୍ତେ, ଯିହୋଶୂୟଙ୍କ ପରି ପରମେଶ୍ବରଙ୍କ ଉପରେ କେନ୍ଦ୍ରୀତ ହୋଇ,
ବିଶ୍ୱାସର ସହିତ ସୁସମାଚାର କାର୍ଯ୍ୟକୁ କରିବା ଆବଶ୍ୟକ ।
ଆମ୍ଭମାନଙ୍କୁ ବିଶ୍ୱାସର ସହିତ ଶେଷ ପର୍ଯ୍ୟନ୍ତ ଆଗକୁ ବଢିବାକୁ ମଧ୍ୟ ଆବଶ୍ୟକ
ଏବଂ ଅଧା ରାସ୍ତାରେ କେବେ ବି ହାର୍ ମାନିବା ଉଚିତ୍ ନୁହେଁ ।
ଶଲୋମନଙ୍କର ଧନ ଓ ସମ୍ମାନ ଭଳି ସବୁକିଛି ଥିଲା ।
ତଥାପି, ଶେଷରେ ସେ ସ୍ୱୀକାର କଲେ ଯେ ସବୁକିଛି ବ୍ୟର୍ଥ । ଯେପରି ସେ ସ୍ୱୀକାର କଲେ,
ଯେଉଁମାନେ ସାଂସାରିକ ଇଚ୍ଛା ଅପେକ୍ଷା ପରମେଶ୍ୱରଙ୍କୁ ଧନ ବୋଲି ଭାବନ୍ତି, ସେମାନେ ସମସ୍ତେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି ।
ପବିତ୍ର ଆତ୍ମାଙ୍କ ଯୁଗରେ, ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଧନ ଭାବରେ ମାନନ୍ତି,
ସେମାନେ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହେବେ ।
ସାର କଥା ଏହି; ସବୁ ଶୁଣାଯାଇଅଛି;
ପରମେଶ୍ଵରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର;
କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ।
ଉପଦେଶକ ୧୨:୧୩
ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, ଆମ୍ଭେ ଯାହା ଭାବିଅଛୁ,
ନିଶ୍ଚୟ ତଦ୍ରୂପ ଘଟିବ ଓ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେପରି ସ୍ଥିର ହେବ...
କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ?
ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ?
ଯିଶାଇୟ ୧୪:୨୪-୨୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି