ପରମେଶ୍ବର ନିଜ ସନ୍ତାନମାନଙ୍କୁ ପରସ୍ପର ସହିତ ମାତା ପରମେଶ୍ୱରଙ୍କ ସୁଗନ୍ଧ ବାଣ୍ଟିବାକୁ ଆଜ୍ଞା ଦିଅନ୍ତି । ଏକ ନବଜାତ ଶିଶୁ ଚିନ୍ତିତ ଅନୁଭବ କରେ ଯେତେବେଳେ ସେ ନିଜ ମାତାଙ୍କ ସ୍ୱର ଶୁଣିପାରେ ନାହିଁ କିମ୍ବା ତାଙ୍କ ସୁଗନ୍ଧକୁ ଶୁଙ୍ଘି ପାରେ ନାହିଁ । ସେହିଭଳି, ଯଦି ଆମ୍ଭେ ମାତା ପରମେଶ୍ୱରଙ୍କୁ ଛାଡିଥାଉ, ତେବେ ଆମ୍ଭର ଆତ୍ମା ସ୍ୱର୍ଗରାଜ୍ୟକୁ ଯାଇପାରିବ ନାହିଁ ।
“ମାତାଙ୍କ ସୁଗନ୍ଧ” ର ଅର୍ଥ ପରସ୍ପରକୁ ପ୍ରେମ କରିବା, ଧୌର୍ଯ୍ୟ ଧରିବା, ଅହଂକାର ନକରିବା, ବିଚାରଶୀଳ ହେବା, ପରସ୍ପର ସହ ମିଳିତ ହେବା ଏବଂ ଭାଇ ଓ ଭଉଣୀମାନଙ୍କୁ ନମ୍ରତାର ସହିତ ସମ୍ମାନ କରିବାକୁ ମନ ରଖିବା ।
ପତ୍ରକୁଟୀର ପର୍ବ ମାଧ୍ୟମରେ, ସନ୍ତାନମାନେ ମାତାଙ୍କ ପ୍ରେମକୁ ଅନୁଭବ କଲେ ଯେଉଁମାନେ ମାନବଜାତିର ପରିତ୍ରାଣ ପାଇଁ ବଳିଦାନ ଦେଇଛନ୍ତି । ସେମାନଙ୍କ ପାଇଁ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏକ ଚମତ୍କାର ପ୍ରଦର୍ଶନ କଲେ ଯାହା ଅନେକ ଆତ୍ମା ସିୟୋନକୁ ଫେରି ଆସିଲେ ।
କାରଣ, ହେ ଭାଇମାନେ, ତୁମ୍ଭେମାନେ ସ୍ଵାଧୀନତା ନିମନ୍ତେ ଆହୂତ ହୋଇଅଛ; କେବଳ ତୁମ୍ଭର ସ୍ଵାଧୀନତାକୁ ଶାରୀରିକ ଅଭିଳାଷ ପୂରଣ ନିମନ୍ତେ ସୁଯୋଗ ସ୍ଵରୂପେ ବ୍ୟବହାର ନ କର, ବରଂ ପ୍ରେମରେ ପରସ୍ପର ଦାସ ହୁଅ ।
ଗାଲାତୀୟ ୫:୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି