ବାଇବଲ ହେଉଛି ଏକ ପୁସ୍ତକ ଯାହା ପରମେଶ୍ବରଙ୍କ ବିଷୟରେ ସାକ୍ଷ୍ୟ ଦିଏ ।
ତଥାପି, ବାଇବଲ ପରମେଶ୍ୱର ତଥା ପିତା ପରମେଶ୍ୱର ଏବଂ ମାତା ପରମେଶ୍ବରଙ୍କ ବିଷୟରେ ସାକ୍ଷ୍ୟ ଦିଏ ।
ଫୁଲ, ଗଛ, ସିଂହ, ଟ୍ରପିକାଲ୍ ମାଛ ଏବଂ ଲୋକମାନେ ନିଜ ମାତାଙ୍କ ମାଧ୍ୟମରେ ଜୀବନ ଗ୍ରହଣ କରନ୍ତି ।
ସେହିଭଳି, ଆମର ଆତ୍ମିକ ଜୀବନ ମଧ୍ୟ ମାତା ପରମେଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।
କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ ।
ଗାଲାତୀୟ ୪:୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି