ମାନବ ଜାତିର ପାପ ହେତୁ, ପରମେଶ୍ୱର ଆପଣା ନିର୍ମିତ
ଲୋକମାନଙ୍କ ଘୃଣା ଓ ଉପହାସ ସହ୍ୟ କରି କ୍ରୁଶରେ ରକ୍ତ ନିର୍ଗତ କରିବା ଦ୍ୱାରା
ପ୍ରେମର ନିୟମ, ନୂତନ ନିୟମର ସ୍ଥାପିତ କଲେ ।
ପରମେଶ୍ୱର ଆମ୍ଭମାନଙ୍କୁ ଉଦ୍ଧାର ଦେବା ପାଇଁ ଏହି ପୃଥିବୀରେ ପ୍ରାୟଶ୍ଚିତ୍ତର ବଳି ରୂପେ ଆସିଲେ
ଯାହାଫଳରେ ଯେପରି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରେମ କଲେ, ଆମ୍ଭେମାନେ ମଧ୍ୟ ପରସ୍ପରକୁ ପ୍ରେମ କରିପାରିବା
ଓ ସତ୍ୟ ଅନୁତାପ କରିପାରିବା ।
ପରମେଶ୍ୱର, ଯେ ମାନବ ଜାତିକୁ ଉଦ୍ଧାର ଦେବା ନିମନ୍ତେ ପ୍ରାୟଶ୍ଚିତ୍ତର ବଳି ରୂପେ
ପୁଣି ଥରେ ଏହି ପୃଥିବୀକୁ ଆସିଲେ, ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥାରେ
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତା ଅଛନ୍ତି ।
ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ, ମୁକ୍ତିର ମୂଲ୍ୟସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି । ମାଥିଉ ୨୦:୨୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି