ପରମେଶ୍ୱର ବାଇବଲର ସମସ୍ତ ୬୬ ପୁସ୍ତକରେ ପ୍ରେମ ବିଷୟରେ ଉଲ୍ଲେଖ କରିଛନ୍ତି ।
ପରମେଶ୍ୱର ପୃଥିବୀକୁ ଆସି, ମାନବ ଜାତିର ସମସ୍ତ ପାପକୁ
ଉଠାଇ ଏବଂ କ୍ରୁଶବିଦ୍ଧ ହୋଇ, ଆମ୍ଭମାନଙ୍କୁ ମହାନ ପ୍ରେମର
ନମୁନା ଦେଖାଇଛନ୍ତି । ଏଥିପାଇଁ ନୂତନ ନିୟମକୁ ପୂରା କରିବା ପାଇଁ
ଏବଂ ସ୍ୱର୍ଗୀୟ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ,
ପରମେଶ୍ୱରଙ୍କ ସନ୍ତାନଙ୍କୁ ପ୍ରେମ କରିବା ଉଚିତ୍, ଏକ ହେବା ଆବଶ୍ୟକ
ଏବଂ ପରସ୍ପର ବିଷୟରେ ବିଚାର କରିବା ଉଚିତ୍ ।
ପୂରା ଦୁନିଆରେ ଚର୍ଚ୍ଚ ଅଫ୍ ଗଡ୍ ରେ ସୁନ୍ଦର ଭାତ୍ରୃପ୍ରେମ ପୂରା ହେଉଅଛି
ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପ୍ରେମର ଶିକ୍ଷାକୁ
ଅଭ୍ୟାସରେ ଆଣି ପରସ୍ପରର ବିଭିନ୍ନ ସଂସ୍କୃତି ଏବଂ ବିଚାରକୁ
ବୁଝୁଛନ୍ତି । ସେମାନେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ
ଶିକ୍ଷା ଅନୁସାରେ ଭଲ କାର୍ଯ୍ୟ ଏବଂ ପଡୋଶୀ ପ୍ରେମ ଦ୍ୱାରା
ପରମେଶ୍ୱରଙ୍କ ଗୌରବକୁ ପ୍ରଦର୍ଶନ କରୁଛନ୍ତି ।
ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର; ୧ପିତର ୧:୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି