ଏହା ସତ୍ୟ ଯେ ପରମେଶ୍ୱର ତାହାଙ୍କ ସ୍ଥାନରେ ଜଣେ ଦୂତଙ୍କୁ ପଠାଇ ନାହାଁନ୍ତି, କିନ୍ତୁ ସେ ନିଜେ ଏହି ପୃଥିବୀକୁ ଏକ ବଳିଦାନରେ ପରିଣତ ହେବା ନିମନ୍ତେ ଆସିଥିଲେ ଏବଂ ସେହି ସମସ୍ତ କଷ୍ଟ ଓ ଯନ୍ତ୍ରଣା ସହ୍ୟ କଲେ ଯାହା ଆମ୍ଭମାନଙ୍କୁ ସହିବା ଉଚିତ୍, ଏହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ପରମେଶ୍ୱର ମାନବଜାତିକୁ କେତେ ସ୍ନେହ ଓ ପ୍ରେମ କରନ୍ତି ।
ସିୟୋନ ହେଉଛି ସେହି ସ୍ଥାନ ଯେଉଁଠାରେ ନୂତନ ନିୟମରେ ସ୍ୱର୍ଗର ଆଶା ଓ ଧନ୍ୟବାଦ ପ୍ରବାହିତ ହୋଇଥାଏ ।
ଯେହେତୁ ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର, ଭାଇ ଓ ଭଉଣୀମାନଙ୍କ ସହିତ ସିୟୋନରେ ଏକତ୍ର ଅଛନ୍ତି, ତେଣୁକରି ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଆନନ୍ଦର ସହିତ ଜଗତର ସମସ୍ତ ଚିନ୍ତା ଏବଂ ସମସ୍ୟାକୁ ପରାସ୍ତ କରନ୍ତି ।
ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ଵରଙ୍କଠାରୁ ଜାତ, ଆଉ ଯେକେହି ପ୍ରେମ କରେ, ସେ ଈଶ୍ଵରଙ୍କଠାରୁ ଜାତ ଓ ଈଶ୍ଵରଙ୍କୁ ଜାଣେ ।
ଯେ ପ୍ରେମ କରେ ନାହିଁ, ସେ ଈଶ୍ଵରଙ୍କୁ ଜାଣେ ନାହିଁ, କାରଣ ଈଶ୍ଵର ତ ପ୍ରେମ ।
[୧ଯୋହନ ୪:୭-୮]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି