ଯିଶାଇୟ ୬୦ ର ଭବିଷ୍ୟବାଣୀ ଅନୁଯାୟୀ, ଆଜିର ଜଗତ ଅନ୍ଧକାରରେ ଅଛି ।
ତେଣୁ, ଆମ୍ଭେ ଆପଣା ଜୀବନକାଳରେ ଅନେକ କାଠିନ୍ୟ ଏବଂ ଅସୁବିଧାର ସମ୍ମୁଖୀନ ହେଉ ।
ଯଦିଓ ପରିବେଶ ଅନ୍ଧକାର ଏବଂ ପ୍ରତିକୂଳ ହୋଇପାରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଭଲ କାର୍ଯ୍ୟ ମାଧ୍ୟମରେ ଜଗତକ ଜ୍ୟୋତିଃ ହେବା ଏବଂ ମାତା ପରମେଶ୍ୱରଙ୍କ ବାକ୍ୟ, “ଅନ୍ଧକାରକୁ ଆଲୋକିତ କରୁଥିବା ପ୍ରଦୀପ ହୁଅ,” ର ଆଜ୍ଞାକାରିତାରେ ଏହି ପ୍ରେମହୀନ ଦୁନିଆକୁ ପରମେଶ୍ୱରଙ୍କ ପ୍ରେମ ଦେବାର ଚେଷ୍ଟା କରନ୍ତି ।
“ତୁମ୍ଭେମାନେ ଜଗତର ଜ୍ୟୋତିଃ... ସେହିପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।”
ମାଥିଉ ୫:୧୪-୧୬
କଳ୍ପନାର ଦୁନିଆ ଯାହାର ସମସ୍ତ ଲୋକ ସ୍ୱପ୍ନ ଦେଖନ୍ତି, ତାହା ସ୍ୱର୍ଗରାଜ୍ୟ ଅଟେ ।
ଜ୍ୟୋତିଃର ସନ୍ତାନମାନଙ୍କୁ ଆବଶ୍ୟକ ଯେ ସେମାନେ ସେହି ସମସ୍ତ ଲୋକମାନଙ୍କୁ ଯେଉଁମାନେ ଅନ୍ଧକାରରେ ସୀମିତ ଅଛନ୍ତି, ସ୍ୱର୍ଗରାଜ୍ୟ ବିଷୟରେ ଖୁସି ଖବର ପ୍ରଚାର କରୁଥାଇ ଅନ୍ଧକାରକୁ ଆଲୋକିତ କରିବାର ଭୂମିକାରୁ ପୂରା କରନ୍ତୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି