ଯେତେବେଳେ ଆମେ ସାଂସାରିକ ଜିନିଷ ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁ, ଏବଂ ପରମେଶ୍ୱର ଆମର ଆଶାଠାରୁ ଭିନ୍ନ ଉତ୍ତର ଦିଅନ୍ତି, ତେବେ ଆମେ କହିପାରିବା, “ପରମେଶ୍ୱର ମୋର ପ୍ରାର୍ଥନାର ଉତ୍ତର ଦିଅନ୍ତି ନାହିଁ ।”
ତଥାପି, ଏହା ସତ୍ୟ ନୁହେଁ ।
ଆମକୁ ନିଶ୍ଚୟ ଜାଣିବା ଉଚିତ୍ ଯେ ସ୍ୱର୍ଗରାଜ୍ୟର ଆଶୀର୍ବାଦ ଆମକୁ ଦେବା ପାଇଁ ଏହା ହେଉଛି ପରମେଶ୍ୱରଙ୍କ ପ୍ରେମର ମାର୍ଗ, ଯାହା ଆମ ଆତ୍ମାକୁ ଲାଭ ଦିଏ ।
ଜଣେ ମାତାଙ୍କର ପ୍ରେମ ଯେ ଜାନୁୟାରୀ ୧୯୫୧ ରେ ଶୀତ ଦିନରେ ଏକ ଶିଶୁକୁ ବଞ୍ଚାଇବା ପାଇଁ ନିଜକୁ ବଳିଦାନ କଲେ, ଆମକୁ ଆମର ଆତ୍ମିକ ପିତାମାତା, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ବଳିଦାନ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ ।
ସେମାନେ ମାନବଜାତିର ପାପକୁ ଦୂର କରିବାକୁ ଏବଂ ମାନବଜାତିକୁ ଅନନ୍ତ ସ୍ୱର୍ଗରାଜ୍ୟ ଦେବା ପାଇଁ ନିଜକୁ ବଳିଦାନ କଲେ ।
ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ଵରଙ୍କଠାରୁ ଜାତ, ଆଉ ଯେକେହି ପ୍ରେମ କରେ, ସେ ଈଶ୍ଵରଙ୍କଠାରୁ ଜାତ ଓ ଈଶ୍ଵରଙ୍କୁ ଜାଣେ ।
ଯେ ପ୍ରେମ କରେ ନାହିଁ, ସେ ଈଶ୍ଵରଙ୍କୁ ଜାଣେ ନାହିଁ, କାରଣ ଈଶ୍ଵର ତ ପ୍ରେମ ।
୧ ଯୋହନ ୪:୭-୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି