ଦଶ ଆଜ୍ଞାର ପ୍ରଥମ ଫଳକକୁ ଭଙ୍ଗିଦିଆଗଲା କାରଣ ଇସ୍ରାଏଲୀୟ
ସୁନା ବାଛୁରୀର ପୂଜା ଉପାସନା କରିଥିଲେ । ମାତ୍ର, ପରମେଶ୍ୱର ଦଶ ଆଜ୍ଞାର ଦ୍ୱିତୀୟ ଫଳକ
ପଶ୍ଚତାପ କରିଥିବା ଲୋକମାନଙ୍କୁ ସପ୍ତମ ମାସର ଦଶମ ଦିନରେ ଦେଲେ । ପରମେଶ୍ୱର ଏହି ଦିନକୁ
ପ୍ରାୟଶ୍ଚିତର ଦିନ ରୂପେ ନିଯୁକ୍ତ କଲେ ଯେଉଁଥିଲେ ପାପକ୍ଷମାର ପ୍ରତିଜ୍ଞା ଶାମିଲ ଅଛି,
ଏବଂ ସପ୍ତମ ମାସର ପ୍ରଥମ ଦିନକୁ ତୂରୀଧ୍ୱନି ପର୍ବ ରୂପେ ନିଯୁକ୍ତ କଲେ ।
ପ୍ରେରିତ ଯୋହନ କହିଲେ ଯେ ସମସ୍ତ ପ୍ରାର୍ଥନା ଧୂପର ଧୂମ ହୋଇଥାଏ
ଏବଂ ପରମେଶ୍ୱରଙ୍କ ପାଖକୁ ଯାଇଥାଏ । ଆମ୍ଭକୁ ଏହା ଅନୁଭବ କରିବା ଉଚିତ୍
କି ପବିତ୍ର ଆତ୍ମାଙ୍କ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ମାନବଜାତି ନିମନ୍ତେ
ନିବେଦନ କରୁଛନ୍ତି ଯେଉଁମାନେ ଦୁର୍ବଳ, ଅର୍ଥହୀନ ବସ୍ତୁର ପୀଛା କରନ୍ତି,
ଆଉ ଯେଉଁମାନେ ସ୍ୱର୍ଗରେ ଅନନ୍ତ ଆଶୀର୍ବାଦକୁ ଦେଖିବାରେ ବିଫଳ ହୁଅନ୍ତି ।
ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହ ନିମନ୍ତେ ଧନ୍ୟବାଦ ଦେଉଥାଇ,
ପରମେଶ୍ୱରଙ୍କ ପର୍ବକୁ ପଶ୍ଚତାପ ହୃଦୟର ସହିତ ପାଳନ କରିବା ଆବଶ୍ୟକ ।
କିନ୍ତୁ ଆମ୍ଭେମାନେ ଯାହା ଦେଖୁ ନାହୁଁ, ଯଦି ତାହା ନିମନ୍ତେ ଭରସା କରୁ,
ତାହାହେଲେ ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଉ ।
ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି;
କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ,
କିନ୍ତୁ ଆତ୍ମା ସ୍ଵୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
ରୋମୀୟ ୮:୨୫-୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି