ଯେହେତୁ ଆମେରିକୀୟ ଗୃହଯୁଦ୍ଧ ସମୟରେ ଅବ୍ରହାମ ଲିଙ୍କନ୍ ସୈନିକମାନଙ୍କୁ ପ୍ରବୁଦ୍ଧ କରିଥିଲେ, ଯଦି ଆମେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, “ଦୟାକରି ମୋ ପକ୍ଷରେ ରୁହନ୍ତୁ”, ଆମେ ସଠିକ୍ ରାସ୍ତାରେ ଅଛୁ ନା ଭୁଲ୍ ତାହା କହି ପାରିବୁ ନାହିଁ । ତେଣୁ, ପରିତ୍ରାଣ ପାଇବାକୁ ହେଲେ ଆମକୁ ଏହିପରି ପ୍ରାର୍ଥନା କରିବା ଆବଶ୍ୟକ, “ଦୟାକରି ମୋତେ ସର୍ବଦା ପରମେଶ୍ୱରଙ୍କ ପକ୍ଷରେ ରହିବାକୁ ଦିଅନ୍ତୁ ।”
ଏଲୀୟ ୮୫୦ ମିଥ୍ୟା ଭବିଷ୍ୟଦ୍ବକ୍ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଏବଂ ଦାନିୟେଲଙ୍କର ତିନିଜଣ ମିତ୍ର ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କଲେ ନାହିଁ । ଅବ୍ରହାମ ବିଶ୍ୱାସର ପୂର୍ବଜ ହେଲେ, ଏବଂ ନୋହଙ୍କୁ ଧର୍ମର ଉତ୍ତରାଧିକାରୀ କୁହାଗଲା । ଏହି ଲୋକମାନେ ସର୍ବଦା ପରମେଶ୍ୱର ପକ୍ଷରେ ଥିଲେ । ସେହିଭଳି, ପବିତ୍ର ଆତ୍ମାଙ୍କ ଯୁଗରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ, ଯେଉଁମାନେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି, ପ୍ରାର୍ଥନା କରନ୍ତି ଯେ ସେମାନେ ବିଶ୍ୱାସର ପଥରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ପରିସ୍ଥିତିରେ ସର୍ବଦା ପରମେଶ୍ୱରଙ୍କ ପକ୍ଷରେ ରହିବେ ।
ଅତଏବ, ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ଵରଙ୍କ ଅନୁକାରୀ ହୁଅ । ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ, ... ସେହିପରି ପ୍ରେମରେ ଆଚରଣ କର ।
ଏଫିସୀୟ ୫:୧-୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି