ପୁରାତନ ନିୟମ ସମୟରେ, ଗତ ଏକ ବର୍ଷ କରାଯାଇଥିବା
ଲୋକମାନଙ୍କର ସମସ୍ତ ପାପ ପବିତ୍ର ସ୍ଥାନରେ ଆଚ୍ଛାଦିତ ହୋଇଥିଲା ।
ଏବଂ ପ୍ରାୟଶ୍ଚିତ୍ତ ଦିନ, ଆଜାଜେଲ ସେହି ସମସ୍ତ ପାପ ସ୍ୱୟଂ ଉପରେ ଉଠାଇ
ଜଙ୍ଗଲର କୌଣସି ଏକ ନିଛାଟିଆ ସ୍ଥାନକୁ ଯାଇ ମରିଯାଉଥିଲା,
ଯାହାଦ୍ୱାରା ସମସ୍ତ ପାପର ସମାପ୍ତି ଘଟୁଥିଲା ।
ପ୍ରାୟଶ୍ଚିତ୍ତ ଦିନ ଏକ ଏପରି ପର୍ବ ଯାହା ଆମ୍ଭେମାନେ ସ୍ୱର୍ଗୀୟ ପିତା ଏବଂ ମାତାଙ୍କ
ବଳିଦାନ ସ୍ମରଣ କରାଏ ଯେଉଁମାନେ ପାପବଳି ହେଲେ ।
ଶୟତାନକୁ, ଯେ ଆମ୍ଭମାନଙ୍କ ପାପର କାରଣ ହେଲା,
ସମସ୍ତ ପାପ ପରିଶୋଧ କରାଇବା ପରେ ସେମାନେ ଆମ୍ଭମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରନ୍ତି ।
ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା; ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି; ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ, ସେ ଆପଣା ବଂଶ ଦେଖିବେ... ଯିଶାଇୟ ୫୩:୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି