ଅତୀତରେ, ଯେବେ ଇସ୍ରାଏଲୀୟମାନେ ପାପ କଲେ, ତେବେ ସେ ପବିତ୍ରସ୍ଥାନରେ ପଶୁମାନଙ୍କ ରକ୍ତ ଦ୍ୱାରା
ଆପଣା ପାପକୁ ଦେୟ କଲେ । ସେହି ପାପ ଯାହା ଲୋକମାନେ ବର୍ଷସାରା ପବିତ୍ର ସ୍ଥାନରେ ରଖିଥିଲେ
ପବିତ୍ର କ୍ୟାଲେଣ୍ଡର ଅନୁସାରେ ସପ୍ତମ ମାସର ଦଶମ ଦିନ ପ୍ରାୟଶ୍ଚିତର ଦିନ
ମହାଯାଜକ ଦ୍ୱାରା ତ୍ୟାଗ ନିମନ୍ତେ ପ୍ରସ୍ତୁତ ଛାଗକୁ ସମର୍ପଣ କରି ଫେରାଇ ଦିଆଯଉଥିଲା, ଯାହା ଶୟତାନକୁ ଦର୍ଶେଇଥାଏ ।
ଏହି କାର୍ଯ୍ୟ ଏହି ଯୁଗରେ ମଧ୍ୟ ପ୍ରାୟଶ୍ଚିତର ଦିନ ଦ୍ୱାରା କରାଯାଉଅଛି ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ପବିତ୍ର ଆତ୍ମାଙ୍କ ଯୁଗରେ
ପବିତ୍ରସ୍ଥାନ ରୂପେ ଆସିଛନ୍ତି । ଆମ୍ଭେ ତାହାଙ୍କୁ ଧନ୍ୟବାଦ ଦେବା ଉଚିତ୍
ଯେଉଁମାନେ ସମସ୍ତ ମାନବଜାତିର ପାପକୁ ପ୍ରାୟଶ୍ଚିତ କରିବା ପାଇଁ
ବଳିଦାନ କରି ଆମ୍ଭମାନଙ୍କୁ ରକ୍ଷା କଲେ । ଆମ୍ଭକୁ ଆପଣା ଭାଇ ଓ ଭଉଣୀମାନଙ୍କ ପ୍ରତି
ପରମେଶ୍ୱରଙ୍କଠାରୁ ପ୍ରାପ୍ତ ପ୍ରେମକୁ ମଧ୍ୟ ବ୍ୟବହାରରେ ଆଣିବା ଉଚିତ୍ ।
ଆଦିକାଳରୁ ଊର୍ଦ୍ଧ୍ଵରେ ସ୍ଥାପିତ ଗୌରବମୟ ସିଂହାସନ,
ଆମ୍ଭମାନଙ୍କର ଧର୍ମଧାମ ଅଟେ ।
ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ...
ଯିରିମୀୟ ୧୭:୧୨-୧୩
ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ,
ଏହି ଦେଖ, ଈଶ୍ଵରଙ୍କ ମେଷଶାବକ,
ଯେ ଜଗତର ପାପ ବହିନେଇଯାଆନ୍ତି ।
ଯୋହନ ୧:୨୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି