ମାନବଜାତି ଅନିର୍ଦ୍ଦିଷ୍ଟ କଏଦୀ ଯେଉଁମାନେ ସ୍ୱର୍ଗରେ ପାପ କରିଛନ୍ତି ଏବଂ ସ୍ୱର୍ଗ କିମ୍ବା ନରକରେ ବିଚାରକୁ ଅପେକ୍ଷା କରିଛନ୍ତି । ନୂତନ ନିୟମର ବ୍ୟବସ୍ଥା ମାଧ୍ୟମରେ ଏହି ପୃଥିବୀରେ ଅନୁତାପ କରିବାର ଶେଷ ସୁଯୋଗ ପରେ, ସେମାନେ ପରମେଶ୍ବରଙ୍କ ବିଚାର ଆସନ ସମ୍ମୁଖରେ ଠିଆ ହେବା ଆବଶ୍ୟକ, ଏବଂ ସେମାନଙ୍କର ପାପ ପାଇଁ ସେମାନଙ୍କୁ ଶେଷ ବିଚାର ଦିଆଯିବ ।
ନୂତନ ନିୟମର ବ୍ୟବସ୍ଥାରେ ଆମ୍ଭର ସମସ୍ତ ପାପ ଏବଂ ଅଧର୍ମ ଦୂର କରିବାର ପ୍ରତିଜ୍ଞା ଅଛି ।
ଆତ୍ମିକ ପାପୀମାନଙ୍କର ଗୁରୁତର ପାପ ଦୂର କରିବା ପାଇଁ ଯୀଶୁ କ୍ରୁଶରେ ଯନ୍ତ୍ରଣା ଭୋଗିଲେ । ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ନୂତନ ନିୟମର ବ୍ୟବସ୍ଥାକୁ ପୁନଃସ୍ଥାପିତ କଲେ ଯେଉଁଥିରେ ମୁକ୍ତିର ଏପରି ଅନୁଗ୍ରହ ଅନ୍ତର୍ଭୁକ୍ତ । ଯେମିତି ଯୀଶୁ କଲେ ସେମିତି ସେମାନେ “ମନ ପରିବର୍ତ୍ତନ କର” କହୁଥାଇ ମାନବଜାତିର ନେତୃତ୍ୱ ସ୍ୱର୍ଗ ରାଜ୍ୟକୁ କରୁଛନ୍ତି ।
ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ, ଆଉ, ତାହା ପରେ ବିଚାର ନିରୂପିତ ଅଛି...
ଏବ୍ରୀ ୯:୨୭
ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା । ଏହି ମୃତ୍ୟୁ, ଅର୍ଥାତ୍, ଅଗ୍ନିମୟ ହ୍ରଦ, ଦ୍ଵିତୀୟ ମୃତ୍ୟୁ । ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା ।
ପ୍ରକାଶିତ ବାକ୍ୟ ୨୦:୧୪-୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି