ପଶ୍ଚତାପର ଅର୍ଥ ଆପଣା ପାପୀ ମନକୁ ଯାହା ଏହି ସଂସାର ମଧ୍ୟରେ ରହିଛି,
ପରମେଶ୍ୱରଙ୍କ ଅନୁଗ୍ରହର ଦୁନିଆକୁ ମୋଡ଼ିବା ।
ପ୍ରତ୍ୟେକ ବର୍ଷ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟଙ୍କ ପାଖରେ
ପ୍ରାୟଶ୍ଚିତ ଦିନର ପ୍ରାର୍ଥନା ସପ୍ତାହ ସମୟରେ
ପରମେଶ୍ୱରଙ୍କ ସମ୍ମୁଖରେ ଆପଣା ପାପରୁ ପଶ୍ଚତାପ କରିବାର ସମୟ ହୋଇଥାଏ ।
ବାଇବଲ କହିଥାଏ ଯେଉଁମାନେ ଆପଣା ପାପକୁ ସ୍ୱୀକାର କରନ୍ତି
ସେମାନଙ୍କୁ ପରିତ୍ରାଣ ମିଳିଥାଏ ଏବଂ ପରମେଶ୍ୱର ସେମାନଙ୍କୁ ସୁନ୍ଦର କହନ୍ତି ।
(ଲୂକ ୧୫ ରେ ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ)
ପ୍ରେରିତ ଯୋହନ ଲେଖିଛନ୍ତି, ଆମ୍ଭେ ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଜୀବନ ଯାପନ କରୁଛୁ,
ଉଦ୍ଧାର ପ୍ରାପ୍ତ କରିପାରିବା ଯେବେ ଆମ୍ଭେ ଆତ୍ମା ଓ କନ୍ୟାଙ୍କ ନିକଟକୁ ଆସିବା,
ଯେ ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଅଟନ୍ତି ।
ଆତ୍ମା ଓ କନ୍ୟା କହନ୍ତି,
ଆସ । ପୁଣି ଯେ ଶୁଣେ, ସେ କହୁ, ଆସ ।
ଯେ ତୃଷାର୍ତ୍ତ, ସେ ଆସୁ;
ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।
ପ୍ରକାଶିତ ବାକ୍ୟ ୨୨:୧୭
ବାଇବଲର ଶିକ୍ଷା ଅନୁଯାୟୀ,
ଚର୍ଚ୍ଚ ଅଫ୍ ଗଡ୍ ପିତା ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିଥାଏ,
ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ରୂପେ ଆସିଲେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି