ପରମେଶ୍ୱରଙ୍କୁ ପ୍ରସନ୍ନନ କରୁଥିବା ବିଷୟଗୁଡ଼ିକ ଲୁକ, ଏବ୍ରୀ, ଯିରିମୀୟ ଏବଂ ହିତୋପଦେଶ ପୁସ୍ତକରେ ଲିପିବଦ୍ଧ ହୋଇଛି । ସେଗୁଡ଼ିକ ହେଉଛି ଜଣେ ପାପୀଙ୍କର ଅନୁତାପ, ଆନ୍ତରିକ ବିଶ୍ୱାସ, ପରମେଶ୍ୱରଙ୍କ ଠାରେ ଗର୍ବ ଏବଂ ଯାହାର ପଥ ସଠିକ୍ ଅଟେ । ପରମେଶ୍ୱର ଆମ୍ଭକୁ ଶିକ୍ଷା ଦେଇଛନ୍ତି ଯେ ଏହି ସବୁ ଜିନିଷ ସୁସମାଚାରର କାର୍ଯ୍ୟ ଦ୍ୱାରା ସମ୍ପନ୍ନ ହୋଇପାରିବ ଯାହା ଅନେକ ଲୋକଙ୍କୁ ପରିତ୍ରାଣକୁ ନେଇଥାଏ ।
ଏହି ପୃଥିବୀରେ ସନ୍ତାନମାନେ ସେମାନଙ୍କର ମାତା-ପିତାଙ୍କୁ ହୃଦୟ ସହିତ ଉପହାର ଦିଅନ୍ତି ଯାହା ସେମାନଙ୍କ ମାତା-ପିତାଙ୍କୁ ପ୍ରସନ୍ନ କରେ । ସେହିଭଳି, ସ୍ୱର୍ଗୀୟ ସନ୍ତାନମାନେ ତାହା କରନ୍ତି ଯାହା ସ୍ୱର୍ଗୀୟ ପିତା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଅଧିକ ପ୍ରସନ୍ନ କରିଥାଏ । ଯେମିତି ୨,୦୦୦ ବର୍ଷ ପୂର୍ବେ ଯୀଶୁ ଆଜ୍ଞା ଦେଇଥିଲେ, ସେମିତି ହିଁ ସେମାନେ ହଜିଯାଇଥିବା ସ୍ୱର୍ଗୀୟ ପରିବାର ସଦସ୍ୟଙ୍କୁ ଖୋଜିବା ପାଇଁ ମନ ସ୍ଥିର କରନ୍ତି ।
କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର, (କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ), ପ୍ରଭୁଙ୍କର କଅଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;
ଏଫିସୀୟ ୫:୮-୧୦
ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ଵନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି ।
୧ତୀମଥି ୨:୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି