ପରମେଶ୍ୱରଙ୍କ ଆଜ୍ଞା ଆମ୍ଭମାନଙ୍କ ବିଶ୍ୱାସକୁ ଦେଖାଇଥାଏ, ଯାହା ଅଦୃଶ୍ୟ ଅଟେ ।
ଅନୁତାପର ପ୍ରମାଣ, ଯାହା ଅଦୃଶ୍ୟ ଅଟେ, ପ୍ରଚାର ଅଟେ ।
ପରମେଶ୍ୱର ଆମ୍ଭମାନଙ୍କ ବାହାର ରୂପ ଦ୍ୱାରା ନୁହେଁ କିନ୍ତୁ ଏହା ଦ୍ୱାରା
କି ଆମ୍ଭେ ତାହାଙ୍କ ଆଜ୍ଞାକୁ ପାଳନ କରୁଅଛୁ କି ନାହିଁ, ପରୀକ୍ଷା କରନ୍ତି
କି କ’ଣ ଆମ୍ଭେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁ କି ନାହିଁ,
ଆଉ ସେ ସେହି ବ୍ୟକ୍ତିକୁ ଯେ ପ୍ରଚାର କରେ ଜଣେ ଏପରି ବ୍ୟକ୍ତିଙ୍କ
ରୂପରେ ଯୋଗ୍ୟ ଗଣିତ କରନ୍ତି ଯିଏ ପ୍ରକୃତ ଅନୁତାପ କରିଅଛି ।
ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, ପୁଣି ଅବ୍ରହାମ ଆମ୍ଭମାନଙ୍କ ପିତା
ମନେ ମନେ ସୁଦ୍ଧା ଏପରି କୁହ ନାହିଁ ।
ଲୂକ ୩:୮
ପ୍ରଚାର ଦ୍ୱାରା ସମ୍ପୂର୍ଣ୍ଣ ଅନୁତାପ କରାଯାଏ
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଯୀଶୁଙ୍କ ଶିକ୍ଷା ଅନୁସାରେ
ସମ୍ପୂର୍ଣ୍ଣ ଅନୁତାପ କରିବା ପାଇଁ ପୁରାତନ ସ୍ୱଭାବକୁ ବାହାରକରି
ଓ ନୂତନ ସ୍ୱଭାବକୁ ପରିଧାନକରି ପ୍ରଚାରର ମିଶନକୁ ପୂର୍ଣ୍ଣ କରୁଛନ୍ତି ।
ଯେ ସତ୍ୟ ଅନୁତାପ କରିଅଛି ସେ ସତ୍ୟ ଓ ଉଦ୍ଧାରର ଅନୁଗ୍ରହର
ବିଷୟରେ ଆପଣା ଅନୁଭବ ଅନ୍ୟ ଲୋକଙ୍କ ସହିତ ଖୁସିରେ ଭାଗ କରିଥାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି